ଏମସିଏ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବଏଫ୍ରେଣ୍ଡ ଗିରଫ
ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଆଶ୍ରିତା ମୃତ୍ୟୁ ପରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କୁ ଅଟକ ରଖିଥିଲା ସହିଦନଗର ପୋଲିସ। ଆଜି ତାଙ୍କୁ ଗିରଫ କରାଯାଇଛି ।
ଭୁବନେଶ୍ବର: ଏମସିଏ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ପୋଲିସ । ଆଶ୍ରିତା ମୃତ୍ୟୁ ପରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କୁ ଅଟକ ରଖିଥିଲା ସହିଦନଗର ପୋଲିସ। ଆଜି ତାଙ୍କୁ ଗିରଫ କରାଯାଇଛି ।

ଦୁଇ ତିନି ବର୍ଷ ହେବ ଆଶ୍ରିତା ଅନ୍ୟ ଜଣେ ପିଲା ସହିତ ଫୋନରେ କଥାବାର୍ତ୍ତା ହେଉଥିବା ନେଇ ସତ୍ୟ ଏବଂ ଆଶ୍ରିତାଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସତ୍ୟଙ୍କ ନିର୍ଯାତନା ସହି ନପାରି ଆତ୍ମହତ୍ୟା କରିଥିଲେ ଆଶ୍ରିତା। ଏହାପରେ ଅଟକ ଥିଲେ ବଏଫ୍ରେଣ୍ଡ। ବର୍ତ୍ତମାନ କଲ ରେକର୍ଡିଂ ଯାଞ୍ଚ କରିବା ପରେ ସତ୍ୟଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications