ଭୁବନେଶ୍ୱର ବାଲିଅନ୍ତାରେ ବୋମାମାଡ଼, ଦୁଇ ଆହତ
ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସରକାନ ପଞ୍ଚାୟତର ଅନ୍ଧୋଟି ଗାଁରେ ଥିବା ଏକ ଆଉଟ୍ ହାଉସ୍ ଉପରେ ବୋମାମାଡ଼ ହୋଇଛି।
ଭୁବନେଶ୍ୱର: ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସରକାନ ପଞ୍ଚାୟତର ଅନ୍ଧୋଟି ଗାଁରେ ଥିବା ଏକ ଆଉଟ୍ ହାଉସ୍ ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ଆଉଟ ହାଉସର ଛପର ଉଡ଼ିଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ଲଟିଙ୍ଗ ସ୍କିମ୍ କମିଶନ ଟଙ୍କା ଦେଣନେଣକୁ ନେଇ ହୋଇଛି ବୋମାମାଡ଼ । ସମ୍ପୃକ୍ତ ବିଲଡ଼ର ସଂସ୍ଥାରେ ଜମି ବିକ୍ରି ପରେ କମିଶନ ଟଙ୍କା ନେଣଦେଣ ନେଇ ବୋମାମାଡ଼ ହୋଇଛି । ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।












Click it and Unblock the Notifications