ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ଗୋଇଠା ମାରିଲେ, ଗତକୁ ଠେଲି ଦେଲେ

ପୋଲିସ ଅଧିକାରୀଙ୍କୁ ଆକ୍ରମଣ । ଚୀନାମାଟି ଖନନକୁ ନେଇ କୋରାପୁଟ ଜିଲ୍ଲା ଉତ୍ତ୍ୟକ୍ତ ଗ୍ରାମବାସୀ ଏମିତି କାଣ୍ଡ ଘଟାଇଛନ୍ତି । ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି ।

କୋରାପୁଟ: ପୋଲିସ ଅଧିକାରୀଙ୍କୁ ଆକ୍ରମଣ । ଚୀନାମାଟି ଖନନକୁ ନେଇ କୋରାପୁଟ ଜିଲ୍ଲା ଉତ୍ତ୍ୟକ୍ତ ଗ୍ରାମବାସୀ ଏମିତି କାଣ୍ଡ ଘଟାଇଛନ୍ତି । ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ପୋଲିସକୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Attack on police

ସ୍ଥାନୀୟ ଅଞ୍ଚଳରେ ଥିବା ଚିନା ମାଟି ଖଣିକୁ ଅନୁଧ୍ୟାନ କରିବାକୁ ପୋଲିସ ଟିମ ସେଠାରେ ପହଞ୍ଚିଥିଲା । ହେଲେ ପୋଲିସକୁ ଦେଖି ହଠାତ୍ ଉତ୍ୟକ୍ତ ହୋଇ ଉଠିଥିଲେ ଲୋକେ । ପୋଲିସକୁ ସେଠାରୁ ଯିବାକୁ କହିବା ସହ ଇନିସ୍‌ପେକ୍ଟରଙ୍କୁ ଆକ୍ରମଣ କରିଥିଲେ । ଯୁକ୍ତିତର୍କ ଭିତରେ ପୋଲିସ ଇନିସ୍‌ପେକ୍ଟରଙ୍କୁ ଗାତକୁ ଠେଲି ଦେଇଥିଲେ ଲୋକେ । ତାପରେ ଗୋଇଠା ବି ମାରିଥିଲେ । ଘଟଣା ପରେ ୬୦ ଜଣଙ୍କ ନାଁରେ ମାମଲା ରୁଜୁ ହେବା ସହ ଦୁଇ ଜଣଙ୍କୁ ଅଟକ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+