ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା । ପୋଲିସର ସୂଚନା ଅମୁସାରେ ଅଟୋ ଭଡା ନେଇ ବିବାଦ ସୃଷ୍ଟି ହେବା ପରେ ଜଣେ ଓଡିଆ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ୨୭ ବର୍ଷିୟ ଅଟୋ ରିକ୍ସା ଡ୍ରାଇଭରକୁ ଗିରଫ କରାଯାଇଛି । ମୃତକ ବ୍ୟକ୍ତିଙ୍କ ଭାଇ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଅଟୋ ଡ୍ରାଇଭର ଜଣକ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

bangalore

ଆୟୋବ ଏବଂ ତାଙ୍କ ଭାଇ ଚନ୍ଦାପୁରାରୁ ମାଜିଷ୍ଟିକକୁ ବସ୍ ନେଇ ଅଟୋ ଯୋଗେ ଯଶୱନ୍ତପୁର ଯିବାକୁ ନିଶ୍ଚିତ କରିଥିଲେ । ଉଭୟ ପକ୍ଷଙ୍କ ସହମତିରେ ଅଟୋ ଭଡା 100 ଟଙ୍କା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅଭିଯୁକ୍ତ ଅଟୋ ଡ୍ରାଇଭର ଗାଡ଼ିକୁ ଅଧା ରାସ୍ତାରେ ଅଟକାଇ ଭଡା ବଢାଇ ଜଣଙ୍କ ପିଛା ଭଡା 1500 ଟଙ୍କା କରିଥିଲେ ଏବଂ ଦୁଇ ଜଣଙ୍କୁ 3000 ହଜାର ଭଡା ଦେବା ପାଇଁ ପଡିବ ବୋଲି କହିଥିଲେ ।

ଯାହାକୁ ବିରୋଧ କରିଥିଲେ ଓଡ଼ିଆ ଯୁବକ ଆୟୋବ । ସେ 100 ଟଙ୍କାରୁ ଅଧିକ ଟଙ୍କା ଦେବେ ନାହିଁ ବୋଲି କହିଥିଲେ । ଯାହା ପରେ ଅଟୋ ଚାଳକ ଦୁଇ ଭାଇଙ୍କ ଉପରେ ଆକ୍ରମଣ କରିଥିଲେ । ଆୟୋବ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିବା ବେଳେ ତାଙ୍କ ସାମ ଭାଇ ସେହି ସ୍ଥାନରୁ ପଳାଇ ଯାଇ ପୋଲସକୁ ସୂଚନା ଦେଇଥି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଆୟୋବଙ୍କୁ ତୁରନ୍ତ ଡାକ୍ତରଖାନାରେକୁ ନେଇଥିଲେ ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+