Get Updates
Get notified of breaking news, exclusive insights, and must-see stories!

ଅର୍ଚ୍ଚନା ନାଗ ମାମଲା: ମିଳିଲା ଡାଏରୀ, ଗାଏବ୍ ହେଲା ଘରର ସିସିଟିଭି ଫୁଟେଜ୍

ଅର୍ଚ୍ଚନା ନାଗ ମାମଲା: ମିଳିଲା ଡାଏରୀ, ଗାଏବ୍ ହେଲା ଘରର ସିସିଟିଭି ଫୁଟେଜ୍

ଭୁବନେଶ୍ୱର: ଆଜି ଇଡି ହାତରେ ଲାଗିଛି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଡାଏରୀ । ଅର୍ଚ୍ଚନାଙ୍କର ୨ଟି ଡାଏରୀ ଜବତ କରିଛି ଖଣ୍ତଗିରି ପୋଲିସ । ତେବେ ଏହି ଡାଏରୀ ହନିଟ୍ରାପ, ଟଙ୍କା ହେରଫେରର ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ସେପଟେ ତଦନ୍ତରେ ସହଯୋଗ କରୁ ନାହାଁନ୍ତି ଅର୍ଚ୍ଚନା ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ।ଯେଉଁଥି ପାଇଁ ଏବେ ଡିଜିଟାଲ ଏଭିଡେନସକୁ ଆଧାର କରି ଉଭୟଙ୍କୁ ଜେରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ଇଡି । ହେଲେ ଫୋରେନସିକ୍ ଟିମ୍ ବର୍ତ୍ତମାନ ପର୍ଯ୍ୟନ୍ତ ଇଡିକୁ ଡିଜିଟାଲ ଏଭିଡେନସକୁ ଦେଇ ନାହିଁ ।

Archana Nag Case

ଅନ୍ୟପକ୍ଷେରେ, ଗାଏବ୍ ହୋଇଯାଇଛି ଅର୍ଚ୍ଚନାଙ୍କ ଘରର ସିସିଟିଭି ଫୁଟେଜ୍ । ସିସିଟିଭି ଫୁଟେଜର ଗଚ୍ଛିତ ହୋଇ ରହିଥିବା ହାର୍ଡଡିସ୍କକୁ ଏବେ ଖୋଜୁଛି ଇଡି । ଯେଉଁଥିରେ ଅର୍ଚ୍ଚନାଙ୍କ ଘରର ଏକ ମାସର ଫୁଟେଜ୍ ରହିଥିଲା । ମାସକ ମଧ୍ୟରେ କେଉଁ ମାନେ ଘରକୁ ଯିବା ଆସିବା କରିଥିଲେ ତାହାର ମଧ୍ୟ ରେକର୍ଡ ରହିଥିଲା । ହେଲେ ସେହି ଡିଭିଆର୍ ଏବେ ଗାୟବ ହୋଇଯାଇଛି । ଯାହା ଇଡିର ଚିନ୍ତା ବଢାଇଦେଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+