ଅଧରାତିରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

ଅଧରାତିରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର

ବଲାଙ୍ଗିର: ଅଧରାତିରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ଫେରାର । ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ସ୍ୱାମୀକୁ ଆକ୍ରମଣ କରିଥିଲା ପତ୍ନୀ । ଏ ପରି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ବଲାଙ୍ଗିର ତୁଷୁରା ଥାନା ମହିପୁର ଗାଁରେ । ମୃତକ ବ୍ୟକ୍ତି ଜଣକ ହେଲେ ଦିବ୍ୟ ସିଂ ।

crime

ସୂଚନା ଅନୁସାରେ, ଗତକାଲି ରାତିରେ ଦିବ୍ୟ ସିଂ ଘରେ ଶୋଇଥିବା ସମୟରେ ପତ୍ନୀ ଯଶୋଦା ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଦିବ୍ୟ ସିଂଙ୍କ ଚିତ୍କାର ଶୁଣି ପରିବାର ଅନ୍ୟ ସଦସ୍ୟ ତାଙ୍କ ରୁମରେ ପହଁଚିଥିଲେ ଯେଉଁଠି ଦିବ୍ୟ ସିଂ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲେ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଡାଙ୍କର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କେଉଁ କାରଣରୁ ପତ୍ନୀ ଯଶୋଦା ଦିବ୍ୟ ସିଂଙ୍କର ହତ୍ୟା କଲେ ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋସିଲ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରଠୁ ଯଶୋଦା ଫେରାର ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+