ବିବାହର ପ୍ରତିଶ୍ରୃତି ଦେଇ ବିଧାୟକ ଫେରାର
ଥାନାରେ ବିଧାୟକଙ୍କ ପ୍ରେମ ବିବାହ ମାମଲା । ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୃତି ଦେଇ ଫେରାର ହୋଇଛନ୍ତି ତିର୍ତ୍ତୋଲ ବିଜୟ ଶଙ୍କର ଦାସ । ବିଧାୟକ ଏବଂ ତାଙ୍କ ପ୍ରେମିକା ବିବାହ ପାଇଁ ଗତ ମାସ 17 ତାରିଖରେ ଜଗତସିଂହପୁର ସବ ରେଜିଷ୍ଟର କାର୍ଯ୍ୟାଳୟରେ ଆବେଦନ କରିଥ
ଜଗତସିଂହପୁର: ଥାନାରେ ବିଧାୟକଙ୍କ ପ୍ରେମ ବିବାହ ମାମଲା । ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୃତି ଦେଇ ଫେରାର ହୋଇଛନ୍ତି ତିର୍ତ୍ତୋଲ ବିଜୟ ଶଙ୍କର ଦାସ । ବିଧାୟକ ଏବଂ ତାଙ୍କ ପ୍ରେମିକା ବିବାହ ପାଇଁ ଗତ ମାସ 17 ତାରିଖରେ ଜଗତସିଂହପୁର ସବ ରେଜିଷ୍ଟର କାର୍ଯ୍ୟାଳୟରେ ଆବେଦନ କରିଥିଲେ।

ତେବେ ଆଜି ଏନେଇ ଆଜି ସୋମାଲିକା ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିଛନ୍ତି । ବିବାହର ପ୍ରତିଶ୍ରୃତି ଦେଇ ବିଜୟ ଶଙ୍କର ପ୍ରତାରଣା କରିଥିବା ସେ କହିଛନ୍ତି । ଫଳରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନସୁଦ୍ଧା ବିଧାୟକଙ୍କ ବିଷୟରେ କୌଣସି ଖବର ମିଳି ପାରିନାହିଁ ।












Click it and Unblock the Notifications