Get Updates
Get notified of breaking news, exclusive insights, and must-see stories!

ସାଇବର ଠକେଇର ଶିକାର ହେଲେ ଡାକ୍ତର ବାଦଲ ମହାନ୍ତି

ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକେଇର ଶୀକାର ଅଭିଯୋଗ ହୋଇଛି ।

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଡାକ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବାଦଲ ମହାନ୍ତି ସାଇବର ଠକେଇର ଶୀକାର ଅଭିଯୋଗ ହୋଇଛି । ବିଟ୍ କଏନରେ ୧୧ ଲକ୍ଷ ଟଙ୍କା ଲଗାଇ ସେ ଠକାମୀର ଶିକାର ହୋଇଥିବା ଜଣାପଡ଼ିଛି ।

Cyber Fraud

ତେବେ କଟକ କ୍ରାଇମବ୍ରାଞ୍ଚର ସାଇବର ସେଲରେଏନେଇ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ସାଇବର ସେଲ ତଦନ୍ତ ଆରମ୍ଭ କରିଛି ।

ଉଲ୍ଲେଖଥାଉ କି, କିଛି ଦିନ ତଳେ ରାଜ୍ୟରେ ସାଇବର ଠକେଇ ଅଧିକ ବଢିଛି ବୋଲି ସୂଚନା ଦେଇଥିଲେ ଡିଜିପି ଅଭୟ । ତେଣୁ ଲୋକେ ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ । ଲକ୍‌ଡାଉନ ସମୟରେ ଅନ୍‌ଲାଇନ୍‌ କାରବାର ବଢ଼ୁଥିବାରୁ ସାଇବର ଲୁଟେରାମାନେ ସକ୍ରିୟ ହୋଇଯାଇଛନ୍ତି ବୋଲି ସେ କହିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+