ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ; ଲଗେଜ୍‌ ସ୍କାନିଂ ବେଳେ ...

ଭୁବନେଶ୍ବର ବିମାନବନ୍ଦରରୁ ୭୫ ଲକ୍ଷ ଟଙ୍କା ଜବତ । ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଜବତ ସୂଚନା ମିଳିଛି । ଲଗେଜ୍‌ ସ୍କାନିଂ ବେଳେ ଟଙ୍କା ଥିବା ଜଣାପଡ଼ିଥିଲା । ଜଣେ ଦିଲ୍ଲୀରୁ ଓ ଆଉ ଜଣେ ଚେନ୍ନାଇରୁ ଆସିଥିଲେ । କେଉଁଥି ପାଇଁ ଏତେ ଟଙ୍କା ଆସିଥିଲା ଚାଲିଛି ତଦନ୍ତ ।

rupees seized
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+