ମହଙ୍ଗା ହେବ ରାଜପଥରେ ଯାତ୍ରା, ଅପ୍ରେଲ ପହିଲାରୁ ବଢିବ 10 ରୁ 15 ଟଙ୍କା ବଢିବ ଟୋଲ ଟ୍ୟାକ୍ସ

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଟୋଲ୍ ଟ୍ୟାକ୍ସକୁ ଅତିରିକ୍ତ 10 ରୁ 15 ପ୍ରତିଶତ ବୃଦ୍ଧି କରିଛି । ଯାହା ଆଜି ରାତି 12 ଟାରୁ ଲାଗୁ ହେବ ।

ଦିଲ୍ଲୀ : ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଆପଣଙ୍କ ପକେଟରେ ଅଧିକ ଖର୍ଚ୍ଚ ବଢିବାକୁ ଯାଉଛି । ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଟୋଲ୍ ଟ୍ୟାକ୍ସକୁ ଅତିରିକ୍ତ 10 ରୁ 15 ପ୍ରତିଶତ ବୃଦ୍ଧି କରିଛି । ଯାହା ଆଜି ରାତି 12 ଟାରୁ ଲାଗୁ ହେବ ।

toll tax

ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଟୋଲ ଟ୍ୟାକ୍ସକୁ 10 ରୁ 65 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି । ଛୋଟ ଯାନ ପାଇଁ ଏହା 10 ରୁ 15 ଟଙ୍କା ବୃଦ୍ଧି ହୋଇଥିବାବେଳେ ବ୍ୟବସାୟିକ ଯାନ ପାଇଁ 65 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଜି ରାତି 12 ଟାରୁ ଜାତୀୟ ରାଜପଥରେ ସଂଶୋଧିତ ଟୋଲ୍ ହାର ଲାଗୁ ହେବ ।

ବର୍ତ୍ତମାନ ଏହି ଟୋଲର ଭାର ମଧ୍ୟ ସାଧାରଣ ଲୋକଙ୍କ ଉପରେ ପଡ଼ିବ, କାରଣ ଏହି ରାସ୍ତାରେ ଯାଉଥିବା ବସ୍ ଗୁଡିକୁ ଅଧିକ ଟଙ୍କା ଟୋଲ୍ ଦେବାକୁ ହେବ । ଯେଉଁଥିପାଇଁ ବସ୍ ଭଡା ମଧ୍ୟ ବଢିପାରେ, ଯାହା ସାଧାରଣ ଲୋକଙ୍କ ପକେଟରୁ ସିଧାସଳଖ ଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+