ବଜେଟର ଦ୍ୱିତୀୟ ଦିନରେ ଷ୍ଟକ୍ ମାର୍କେଟରେ ବୃଦ୍ଧି, 50000 ଅତିକ୍ରମ କଲା ସେନ୍ସେକ୍ସ
ଆର୍ଥିକ ବର୍ଷ 2021-22 ର ସାଧାରଣ ବଜେଟ୍ ପରଠାରୁ, ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଜାରି ରହିଛି ।
ନୂଆଦିଲ୍ଲୀ : ଆର୍ଥିକ ବର୍ଷ 2021-22 ର ସାଧାରଣ ବଜେଟ୍ ପରଠାରୁ, ଷ୍ଟକ୍ ମାର୍କେଟରେ ଏକ ବଡ଼ ଧରଣର ଅଭିବୃଦ୍ଧି ଜାରି ରହିଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଷ୍ଟକ୍ ମାର୍କେଟରେ ବୃଦ୍ଧି ଘଟିଛି । ସେନସେକ୍ସ 700 ପଏଣ୍ଟ ବୃଦ୍ଧି ପାଇଥିବାବେଳେ ନିଫ୍ଟି ଆରମ୍ଭରୁ 200 ପଏଣ୍ଟ ହାସଲ କରିଛି ।

ଆଜି ସେନସେକ୍ସ 2.77 ପ୍ରତିଶତ ଅର୍ଥାତ୍ 49948 ରେ କାରବାର କରୁଛି । ସେହିପରି ନିଫ୍ଟି ମଧ୍ୟ 2.73 ପ୍ରତିଶତ ଅର୍ଥାତ୍ 14673 ପଏଣ୍ଟରେ କାରବାର କରୁଛି । ଆଜି ମଧ୍ୟ ବ୍ୟାଙ୍କିଙ୍ଗ ସେକ୍ଟରର ସେୟାର ଏବଂ ଅଟୋ ସେକ୍ଟର ଷ୍ଟକଗୁଡ଼ିକରେ ବୃଦ୍ଧି ଦେଖାଦେଇଛି ।












Click it and Unblock the Notifications