ଖସିଲା ସେୟାର ମାର୍କେଟ, ସେନସେକ୍ସ 1186.95 ପଏଣ୍ଟ ହ୍ରାସ ପାଇ ହେଲା 48,404.37
ସୋମବାର (ଏପ୍ରିଲ 12) ଇଣ୍ଡେକ୍ସରେ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଦୁର୍ବଳ ଦେଖାଦେଇଛି । ସେନ୍ସେକ୍ସ 1186.95 ପଏଣ୍ଟ ହ୍ରାସ ବୋଇ 48,404.37 ରେ ପହଞ୍ଚିଛି ।
ମୁମ୍ୱାଇ : କରୋନା ଭାଇରସ ସଂକ୍ରମଣ ବିସ୍ତାର ହେଉଥିବା ବେଳେ ଘରୋଇ ଷ୍ଟକ ବଜାରରେ କ୍ରମାଗତ ହ୍ରାସ ପାଉଛି । ସୋମବାର (ଏପ୍ରିଲ 12) ଇଣ୍ଡେକ୍ସରେ ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି ଦୁର୍ବଳ ଦେଖାଦେଇଛି । ସେନ୍ସେକ୍ସ 1186.95 ପଏଣ୍ଟ ହ୍ରାସ ବୋଇ 48,404.37 ରେ ପହଞ୍ଚିଛି । ଏହା ସହ ନିଫ୍ଟି ମଧ୍ୟ 14600 କୁ ଖସି ଆସିଛି । ନିଫ୍ଟିରେ 446 ପଏଣ୍ଟ ହ୍ରାସ ହୋଇ 14400 ସ୍ତରରେ କାରବାର କରୁଛି । ଆରବିଏଲ, ଆଇଓବି ଏବଂ ପଞ୍ଜାବ ସିନ୍ଧ ବ୍ୟାଙ୍କର ସେୟାରରେ ପ୍ରାୟ 10 ପ୍ରତିଶତ ହ୍ରାସ ପାଇଥିବା ଦେଖାଦେଇଛି ।

ସୋମବାର ବ୍ୟାଙ୍କ ଏବଂ ଆର୍ଥିକ ଷ୍ଟକ୍ ବ୍ୟବସାୟରେ ସବୁଠାରୁ ବଡ ବିକ୍ରେତା ହୋଇପାରେ । ନିଫ୍ଟି ବ୍ୟାଙ୍କ ସୂଚକାଙ୍କ ଉପରେ ଆର୍ଥିକ ସୂଚକାଙ୍କ 3% ରୁ ଅଧିକ ଭାଙ୍ଗିଛି । ଏହାସହ PSU ବ୍ୟାଙ୍କ ସୂଚକାଙ୍କରେ 5% ରୁ ଅଧିକ ଦୁର୍ବଳତା ଦେଖାଦେଇଛି । ବଜାଜ ଫାଇନାନ୍ସ,, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଇଣ୍ଡିଗୋ ଇଣ୍ଡସ୍ଇଣ୍ଡ ବ୍ୟାଙ୍କରେ 5ରୁ 7 ପ୍ରତିଶତ ଦୁର୍ବଳତା ଥିବା ଦେଖାଯାଇଛି । ତଥାପି, ଆଇଟି ଏବଂ ଫାର୍ମା ଷ୍ଟକରୁ ସପୋର୍ଟ ମିଳୁଥିବା ଦେଖାଦେଇଛି । ଇନଫୋସିସରେ 1.5 ପ୍ରତିଶତ ଅଭିବୃଦ୍ଧି ହୋଇଛି ।
ଏହାପୂର୍ବରୁ ଶୁକ୍ରବାର ଦିନ ସେନସେକ୍ସ 154 ପଏଣ୍ଟ ହ୍ରାସ ପାଇ 49,591 ରେ ବନ୍ଦ ହୋଇଯାଇଥିଲା । ନିଫ୍ଟି ମଧ୍ୟ 39 ହ୍ରାସ ପାଇଁ 14,834 କୁ ଖସି ଆସିଥିଲା । ଗତ କିଛି ଦିନ ହେଲା କରୋନା ବୃଦ୍ଧି ପାଉଥିବା ମାମଲା ମଧ୍ୟରେ ଷ୍ଟକ୍ ମାର୍କେଟରେ ଅବନତି ଦେଖାଦେଉଛି । ସାଧାରଣତଃ ବଜାରରେ ବ୍ୟାଙ୍କିଂ ଏବଂ ଧାତୁ କ୍ଷେତ୍ରର ଷ୍ଟକର ଦର ହ୍ରାସ ପାଉଥିବା ଦେଖିବାକୁ ମିଳୁଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications