Get Updates
Get notified of breaking news, exclusive insights, and must-see stories!

ସେୟାର ମାର୍କେଟ : 11 ହଜାର ପଏଣ୍ଟ ହ୍ରାସ ହେଲା ସେନସେକ୍ସ, ନିବେଶକ ହରାଇଲେ 3 ଲକ୍ଷ କୋଟି

ଶୁକ୍ରବାର ଦ୍ୱିତୀୟ ସେସନରେ ସେନସେକ୍ସ 11 ହଜାର ପଏଣ୍ଟ ହ୍ରାସ ହୋଇଛି । ସେନ୍ସେକ୍ସ 1093.22 ପଏଣ୍ଟ ହ୍ରାସ ହୋଇ 58840.79 ପଏଣ୍ଟରେ ପହଞ୍ଚିଥିବାବେଳେ ନିଫ୍ଟି 346 ପଏଣ୍ଟ ହ୍ରାସ ପାଇ 17,530.85 ପଏଣ୍ଟରେ ବନ୍ଦ ହୋଇଛି ।

ନୂଆଦିଲ୍ଲୀ : ସପ୍ତାହର ଶେଷ କାରବାର ଦିନରେ ଷ୍ଟକ୍ ବଜାର ହ୍ରାସ ହୋଇଛି । ଗତ କିଛି ଦିନ ହେବ ସେୟାର ମାର୍କେଟ ଡାଉନଟ୍ରାଣ୍ଡ ଦେଇ ଗତି କରୁଛି । ଶୁକ୍ରବାର ଦିନ ଷ୍ଟକ୍ ମାର୍କେଟ୍ ରେଡ଼୍ ମାର୍କ ସହିତ ବନ୍ଦ ହୋଇଛି । ଶୁକ୍ରବାର ଦ୍ୱିତୀୟ ସେସନରେ ସେନସେକ୍ସ 11 ହଜାର ପଏଣ୍ଟ ହ୍ରାସ ହୋଇଛି । ସେନ୍ସେକ୍ସ 1093.22 ପଏଣ୍ଟ ହ୍ରାସ ହୋଇ 58840.79 ପଏଣ୍ଟରେ ପହଞ୍ଚିଥିବାବେଳେ ନିଫ୍ଟି 346 ପଏଣ୍ଟ ହ୍ରାସ ପାଇ 17,530.85 ପଏଣ୍ଟରେ ବନ୍ଦ ହୋଇଛି ।

share market

ଏହି ସପ୍ତାହର ଶେଷ ବାଣିଜ୍ୟ ଦିନରେ ଘରୋଇ ବଜାରରେ ବିକ୍ରି ପ୍ରାଧାନ୍ୟ ବିସ୍ତାର କରିଛି । ଉଭୟ ସେନ୍ସେକ୍ସ ଏବଂ ନିଫ୍ଟି 1 ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ବଜାରରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଏହି ବିକ୍ରୟ ହେତୁ ନିବେଶକମାନେ 3 ଲକ୍ଷ କୋଟି ଟଙ୍କା ହରାଇଛନ୍ତି । ବିଏସଇ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ୍ କ୍ୟାପ୍ 285.9 ଲକ୍ଷ କୋଟିରୁ 283 ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+