ଆଶ୍ଚର୍ଯ୍ୟ : ଏହି ସବୁ ସ୍ଥାନରେ ୩୦ ଟଙ୍କା ତଳେ ରହିଛି ପେଟ୍ରୋଲ ଦର
'ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏଥସହିତ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଉତ୍ପାଦନରେ ପ୍ରଭାବ ପଡ଼ୁଛି ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।
ଉତ୍ପାଦନକାରୀ ଦେଶରେ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ହେବା ପରେ ଭାରତରେ ଇନ୍ଧନ ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 90ଟଙ୍କା 93ପଇସା ଥିବା ବେଳେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର କେତେକ ସ୍ଥାନରେ ଗତ ସପ୍ତାହରେ ପେଟ୍ରୋଲ ଲିଟର ପ୍ରତି 100ଟଙ୍କା ଟପି ଯାଇଥିଲା । ଏହି ତୈଳ ଦର ବୃଦ୍ଧିକୁ ନେଇ କେତେକ ରାଜ୍ୟରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦରରେ ହ୍ରାସ ଘଟିବା ନେଇ ସୂଚନା ଦେଇଛନ୍ତି । 'ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେତୁ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏଥସହିତ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଉତ୍ପାଦନରେ ପ୍ରଭାବ ପଡ଼ୁଛି ବୋଲି ମଧ୍ୟ କହିଛନ୍ତି ଧର୍ମେନ୍ଦ୍ର ।
ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (Opec) ଏବଂ ଓପେକ୍ ପ୍ଲସକୁ ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ଅନୁରୋଧ କରିଛି । କାରଣ ଦେଶରେ ବଢୁଥିବା ମୂଲ୍ୟ ସମ୍ବେଦନଶୀଳ ଗ୍ରାହକଙ୍କୁ କ୍ଷତି ପହଞ୍ଚାଉଛି । ଏପରିକି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଉପଭୋକ୍ତା ଦେଶ ।
ଏହି ସମୟରେ ଏପରି କିଛି ଦେଶ ଅଛି, ଯେଉଁଠାରେ ପେଟ୍ରୋଲ ଲିଟର ପ୍ରତି 30 ଟଙ୍କାରୁ କମ୍ ରହିଥିଲା । ହଂକଂରେ 30 ଟଙ୍କା ଦର ରହିଥିଲା । globalpetrolprices.com ଅନୁଯାୟୀ, ଏହି ଦର 175 ଟଙ୍କା ଥିଲା, ଯିଏକି ସମଗ୍ର ଦେଶରେ ଇନ୍ଧନର ମୂଲ୍ୟ ସମ୍ପର୍କରେ ସାପ୍ତାହିକ ରିପୋର୍ଟ ପ୍ରଦାନ କରିଥାଏ ।
ଫେବୃଆରୀ 22 ସୁଦ୍ଧା ପେଟ୍ରୋଲର ମୂଲ୍ୟ ₹ 30 ତଳେ ଥିବା ଦେଶଗୁଡିକର ତାଲିକା :
ଭେନେଜୁଏଲା ₹ 1.448
ଇରାନ ₹ 4.397
ଅଙ୍ଗୋଲା ₹ 17.773
ଆଲଜେରିଆ ₹ 25.032
କୁଏତ ₹ 25.133
ସୁଦାନ ₹ 27.407
କାଜାଖସ୍ତାନ ₹ 29.657
କ୍ୱତାର ₹ 29.825
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications