Get Updates
Get notified of breaking news, exclusive insights, and must-see stories!

ସେୟାର ମାର୍କେଟ : ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ନିଫ୍ଟି, 60,227.88 ପଏଣ୍ଟ ପାର୍ ହେଲା ସେନସେକ୍ସ

ବିଶ୍ୱ ବଜାରରେ ସକରାତ୍ମକ ଅଭିବୃଦ୍ଧିର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି । ସପ୍ତାହର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟରେ ଭଲ ପ୍ରଭାବ ଦେଖାଯିବା ଆରମ୍ଭ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସେୟାରଗୁଡିକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ।

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ସକରାତ୍ମକ ଅଭିବୃଦ୍ଧିର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି । ସପ୍ତାହର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟରେ ଭଲ ପ୍ରଭାବ ଦେଖାଯିବା ଆରମ୍ଭ କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ସେୟାରଗୁଡିକ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି । ଅନ୍ୟପକ୍ଷରେ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛି ।

BSE

ଏଥିସହିତ HDFC ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ କୋଟାକ୍ ବ୍ୟାଙ୍କର ସେୟାରରେ ବିପୁଳ ବୃଦ୍ଧି ହେତୁ ସେନସେକ୍ସ ସୋମବାର 100 ପଏଣ୍ଟ ହ୍ରାସ ସହ ଖୋଲିବା ପରେ 100.22 ପଏଣ୍ଟ ବୃଦ୍ଧି ପାଇ 60159.28 ରେ ପହଞ୍ଚିଛି । ସେହିଭଳି ନିଫ୍ଟି 52.05 ପଏଣ୍ଟ କିମ୍ବା 0.29 ପ୍ରତିଶତ ବୃଦ୍ଧି ପାଇ 17,947.25 ରେ ପହଞ୍ଚିଛି ।

ଆଜିର ଟପ୍ ଷ୍ଟକ୍ ବିଷୟରେ କହିବାକୁ ଗଲେ ରିଲାଏନ୍ସର ଷ୍ଟକରେ ଆଜି ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ମାରୁତି ସେୟାରରେ ସର୍ବାଧିକ ବୃଦ୍ଧି ପାଇଛି ଏବଂ ଏହାର ଅଂଶ 3 ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ ଏନଟିପିସି, ପାୱାରଗ୍ରିଡ, କୋଟାକ୍ ବ୍ୟାଙ୍କ, ବଜାଜ ଫିନ୍ସର୍ଭ, ବଜାଜ ଅଟୋରେ ସେୟାରେ ବୃଦ୍ଧି ହୋଇଛି । ଅନ୍ୟପକ୍ଷରେ ଟିସିଏସ୍‌ର ସେୟାର 6 ପ୍ରତିଶତ ହ୍ରାସ ପାଇଛି । ଅନ୍ୟପକ୍ଷରେ, ସେନସେକ୍ସ 0.64 ପ୍ରତିଶତ ବୃଦ୍ଧି ପାଇ 60,059.06 ରେ ବନ୍ଦ ହୋଇଛି । ଅନ୍ୟ ପଟେ, ନିଫ୍ଟି 17,895.20 ରେ ପହଞ୍ଚିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+