ଷ୍ଟକ୍ ମାର୍କେଟରେ ସାମିଲ ହେଲା LIC, ବଜାର ଆରମ୍ଭରୁ ନିବେଶକଙ୍କୁ ଝଟକା
ତାଲିକାଭୁକ୍ତ ହେବା ମାତ୍ରେ LIC ର ଷ୍ଟକ୍ ର୍ ଜବରଦସ୍ତ କାରବାର ଆରମ୍ଭ ହୋଇଛି । ପ୍ରି-ଓପନିଂରେ, ଷ୍ଟକ୍ 872 ଟଙ୍କାରେ ଖୋଲି 918 ଟଙ୍କା ଉଚ୍ଚରେ ପହଞ୍ଚିଥିବାବେଳେ ସର୍ବନିମ୍ନ 860 ଟଙ୍କାରେ ପହଞ୍ଚିଛି ।
ମୁମ୍ବାଇ : ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ର ସେୟାରଗୁଡିକ ଆଜି ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି । ଏହି ଅବସରରେ ଉଦବୋଧନ ଦେଇ ବିନିଯୋଗ ଏବଂ ପବ୍ଲିକ୍ ଆସେଟ୍ ମ୍ୟାନେଜମେଣ୍ଟ ବିଭାଗର ସଚିବ ତୁହିନ୍ କାନ୍ତ ପାଣ୍ଡେ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସହିତ LIC ର IPO ଅନୁରୂପ ଅଟେ । ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଉଦୀୟମାନ ବଜାର ମଧ୍ୟରୁ ଅନ୍ୟତମ, ଏହି ଦଶନ୍ଧି ମଧ୍ୟରେ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଏକ ହେବ ।

872 ଟଙ୍କାରେ ଲିଷ୍ଟିଂ ହେଲା ଦେଶର ସବୁଠାରୁ ବଡ଼ IPO । ଏନଏସଇରେ 872 ଟଙ୍କାରେ ଲିଷ୍ଟିଂ ହୋଇଥିବା ବେଳେ, ବିଏସଇରେ ଆହୁରି କମ୍ ଅର୍ଥାତ୍ 867 ରେ ଲିଷ୍ଟିଂ ହୋଇଛି । ଏଲଆଇସିର IPO ଦର 902 ରୁ 949 ଟଙ୍କା ଥିଲା । ଆଶା କରାଯାଉଥିଲା ଏଲଆଇସି 1000 ଟଙ୍କା ପରେ ଲିଷ୍ଟିଂ ହେବ । ବଜାରରୁ ଗ୍ରାହକ ଲାଭ ପାଇବେ, କିନ୍ତୁ ସେଭଳି କିଛି ହେଲା ନାହିଁ ।
10 ଟା ସମୟରେ ଖୋଲା ବଜାରରେ ଷ୍ଟକ୍ ଏକ ଅଭିବୃଦ୍ଧି ଦେଖାଇବା ଆରମ୍ଭ କରିଥିଲା, ଲୋକମାନେ ଆଶା କରୁଥିଲେ ଯେ ସେମାନେ ଏହି ଷ୍ଟକ୍ ଠାରୁ ଭଲ ଲାଭ ପାଇବେ । ତଥାପି, ଏହା ଦେଖିବାକୁ ବାକି ରହିଲା କି LIC ର ଷ୍ଟକ୍ ଲୋକଙ୍କ ଆଶା ପୂରଣ କରି ପାରୁଛି କି ନାହିଁ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications