ପ୍ରିପେଡ୍ ଓ ପୋଷ୍ଟପେଡ୍ ସିମ୍ ମଧ୍ୟରେ ଦ୍ଵନ୍ଦରେ ଅଛନ୍ତି କି ? ପଢନ୍ତୁ କେଉଁଟା ସବୁଠୁ ଭଲ

ଖର୍ଚ୍ଚ ଏବଂ ଲାଭ ଦୃଷ୍ଟିରୁ ବିଚାର କଲେ ପ୍ରିପୋଡ୍ ସଂଯୋଗ ସୁବିଧାଜନକ ଅଟେ । କାରଣ ଗୋଟିଏ ପୋଷ୍ଚ ପେଡ୍ ସଂଯୋଗର ଖର୍ଚ୍ଚରେ ଆପଣ ଦୁଇଟି ପ୍ରିପେଡ୍ ସଂଯୋଗ ପାଇପାରିବେ ।

ଉପଲବ୍ଧ ଥିବା ବୈଶିଷ୍ଟ୍ୟ ଏବଂ ଗୁଣବତ୍ତା ଅନୁଯାୟୀ ପୋଷ୍ଟପେଡ୍ ସିମ୍ ଭଲ, କିନ୍ତୁ ଖର୍ଚ୍ଚ ଅନୁଯାୟୀ ପ୍ରିପେଡ୍ ସିମ୍ ଭଲ ।

ପୋଷ୍ଟପେଡ୍ ସିମର ବିଲ୍ ମାସିକ ଭିତ୍ତିରେ ଆସେ ଏବଂ ଏହାର KYC ବହୁତ ଭଲ ଭାବରେ କରାଯାଇଥାଏ, ତେଣୁ ଟେଲିକମ୍ କମ୍ପାନୀ ପୋଷ୍ଟପେଡ୍ ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଥାଏ । ଅନେକ ଟେଲିକମ୍ କମ୍ପାନୀ ମଧ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ଆମାଜନ ପ୍ରାଇମ, ନେଟଫ୍ଲିକ୍ସ ଇତ୍ୟାଦି ମାଗଣାରେ ଉପଲବ୍ଧ କର୍ବା ଭଳି ଅତିରିକ୍ତ ବୈଶିଷ୍ଟ୍ୟ ଦେଇଥାନ୍ତି ।

ପୋଷ୍ଟପେଡ୍ ସଂଯୋଗରେ ଇଣ୍ଟରନେଟ୍ ଡାଟା ମାସିକ ହିସାବ କରାଯାଏ ଏବଂ ଏହି ମାସରେ ଆପଣଙ୍କର ବଳକା ଡାଟାକୁ ଆସନ୍ତା ମାସକୁ ସ୍ଥାନାନ୍ତରିତ ହୋଇତାଏ । କିନ୍ତୁ ପ୍ରିପେଡ୍ ସଂଯୋଗରେ ପ୍ରତ୍ୟକ ଦିନ ଆପଣଙ୍କର ଇଣ୍ଟରନେଟ୍ ଡାଟାର ହିସାବ କରାଯାଏ ଏବଂ ପ୍ରତିଦିନ ପାଇଁ ଉପଲବ୍ଧ ଥିବା ଇଣଟ୍ରନେଟ୍ ଡାଟାକୁ ଆପଣ ବ୍ୟବହାର ନକଲେ ତାହା ଅକାମୀ ହୋଇଯାଏ ।

prepaid-postpaid

ପୋଷ୍ଟପେଡର ସବୁଠାରୁ ବଡ ସୁବିଧା ହେଉଛି ଏହା ସୀମିତ ଅଞ୍ଚଳରେ କାମ କରିଥାଏ । କେତେକ ସ୍ଥାନରେ ପ୍ରିପେଡ୍ ସେବା କାମ କରୁନଥିଲେ ମଧ୍ୟ ପୋଷ୍ଟ ପେଡ୍ ସେବା କାମ କରିଥାଏ । ଯେପରିକି ଜାମ୍ମୁ କାଶ୍ମୀରରେ ପୋଷ୍ଟପେଡ୍ କାମ କରୁଛି । ଏହାପୂର୍ବରୁ ମଣିପୁର ଏବଂ ମେଘାଳୟରେ ମଧ୍ୟ ଏପରି ସେବାର ଉପଲବ୍ଧ ଥିଲା ।

ଅନେକ ସ୍ଥାନରେ ଯେଉଁଠାରେ ଟେଲିକମ୍ କମ୍ପାନୀର ଉପସ୍ଥିତି ନାହିଁ, ଅନ୍ୟ ଟେଲିକମ୍ କମ୍ପାନୀଗୁଡିକର ସଂଯୋଗ ଆଧାରରେ ପୋଷ୍ଟପେଡ୍ ଗ୍ରାହକଙ୍କ ପାଇଁ ଏହି ସୁବିଧା ଉପଲବ୍ଧ କରାଯାଇଥାଏ । ଯାହାକି ପ୍ରିପେଡ୍ ପାଇଁ ଏହି ସୁବିଧା ଉପଲବ୍ଧ ନୁହେଁ ।

ପୋଷ୍ଟପେଡ୍ ସଂଯୋଗରେ ମାସିକ ବିଲ୍ ବହୁତ ଅଧିକ ଥିବାବେଳେ ପ୍ରିପେଡ୍ ସଂଯୋଗରେ ବହୁତ କମ୍ ହୋଇଥାଏ ।

କେତେକ କର୍ମଚାରୀଙ୍କୁ ଅଫିସରେ ଫୋନ୍ ବିଲ୍ ଦାଖଲ କରିବାକୁ ପଡ଼ିଥାଏ କିମ୍ବା ଅଫିସ୍ ସେମାନଙ୍କ ବିଲେ ପୈଠ କରିଥାଏ, ସେହିଭଳି ପରିସ୍ଥିତିରେ ସେମାନଙ୍କୁ ପୋଷ୍ଟପେଡ୍ ସଂଯୋଗ ନେବାକୁ ପଡ଼ିଥାଏ ।
ଖର୍ଚ୍ଚ ଏବଂ ଲାଭ ଦୃଷ୍ଟିରୁ ବିଚାର କଲେ ପ୍ରିପୋଡ୍ ସଂଯୋଗ ସୁବିଧାଜନକ ଅଟେ । କାରଣ ଗୋଟିଏ ପୋଷ୍ଚ ପେଡ୍ ସଂଯୋଗର ଖର୍ଚ୍ଚରେ ଆପଣ ଦୁଇଟି ପ୍ରିପେଡ୍ ସଂଯୋଗ ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+