ହ୍ୱାଟସ୍ଆପରେ ଡିଲିଟ୍ ହୋଇଥିବା ମେସେଜକୁ ପଢିବେ କିପରି

ସାଧାରଣତଃ ବ୍ୟବହାରକାରୀ ମାନେ ଜାଣିଛନ୍ତି କି ଡିଲିଟ୍ ହୋଇଥିବା ମେସେଜକୁ ଆମେ ଦେଖିପାରିବା ନାହିଁ, କିନ୍ତୁ କିପରି ଏହାକୁ ଦେଖିବେ ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ |ସାଧାରଣତଃ ବ୍ୟବହାରକାରୀ ମାନେ ଜାଣିଛନ୍ତି କି ଡିଲିଟ୍ ହୋଇଥିବା ମେସେଜକୁ ଆମେ ଦେଖିପାରିବା ନାହ

ହ୍ୱାଟସ୍ ଆପ୍ ହେଉଛି ଦୁନିଆର ସବୁଠାରୁ ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଂ ଆପ୍ | ବିଶ୍ୱବ୍ୟାପୀ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା 2 ବିଲିୟନ ଅତିକ୍ରମ କରିଛି | ଏହାର ଉପଭୋକ୍ତାମାନଙ୍କର ଗୋପନୀୟତାକୁ ଧ୍ୟାନରେ ରଖି ଚାଟିଂକୁ ଅଧିକ ମଜାଳିଆ କରିବା ପାଇଁ କମ୍ପାନୀ କ୍ରମାଗତ ଭାବରେ ନୂତନ ବୈଶିଷ୍ଟ୍ୟ ଆଣିଥାଏ |

ହ୍ୱାଟସ୍ ଆପ୍ 2017 ରେ ଏହାର ଉପଭୋକ୍ତାମାନଙ୍କ ପାଇଁ ଡିଲିଟ୍ ବୈଶିଷ୍ଟ୍ୟ ଆଣିଥିଲା | ଏହା ଦ୍ୱାରା ଉପଭୋକ୍ତାମାନେ ନିଜେ ପଠାଯାଇଥିବା ମେସେଜକୁ ଅନ୍ୟର ଚାଟରୁ ଡିଲିଟ୍ କରିପାରିବେ | ଏଥିରେ କେବଳ ମେସେଜ ନୁହଁ, ଫଟୋ, ଭିଡ଼ିଓ ସବୁଦିନ ପାଇଁ ଡିଲିଟ୍ ହୋଇଯିବ | ସାଧାରଣତଃ ବ୍ୟବହାରକାରୀ ମାନେ ଜାଣିଛନ୍ତି କି ଡିଲିଟ୍ ହୋଇଥିବା ମେସେଜକୁ ଆମେ ଦେଖିପାରିବା ନାହିଁ, କିନ୍ତୁ କିପରି ଏହାକୁ ଦେଖିବେ ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ |

Whatsapp

କେବଳ ଆଣ୍ଡ୍ରଏଡ୍ ବ୍ୟବାହାରକାରୀ ମାନେ କେଭଳ ଏହି ସୁବିଧା ପାଇପାରିବେ |

ଆମେ ଏଠାରେ କହିରଖୁଛୁ ଏହି କୌଶଳକୁ ଆପଣ ନିଜ ରିସ୍କରେ ବ୍ୟବହାର କରିବେ | କାରଣ ଏହି ଡିଲିଟେ୍ ହୋଇଥିବା ମେସେଜ ଗୁଡ଼ିକ ଆପଣ ଏକ ଥାର୍ଡ ପାର୍ଟି ଆପ୍ଲିକେସନ୍ ଜରିଆରେ ପଢିପାରିବେ |

କଣ କରିବାକୁ ହେବ...

  • ପ୍ରଥମେ ଆପଣଙ୍କ ଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହ୍ୱାଟସ୍ ରିମୁଭ୍ + ଆପ୍ ଡାଉନଲୋଡ୍ କରନ୍ତୁ |
  • ଏହା ପରେ, ଆପର ସେଟିଙ୍ଗ୍ ସଂପୂର୍ଣ୍ଣ କରନ୍ତୁ ଏବଂ ଆବଶ୍ୟକ ଅନୁମତି ଦିଅନ୍ତୁ |
  • ଏସବୁ କରିବା ପରେ, ଆପଣ ଡିଲିଟ୍ ହୋଇଥିବା ମେସେଜ୍ ଦେଖିପାରିବେ |

ଏହି ଆପରେ ଆପଣ ବିଜ୍ଞାପନ ମଧ୍ୟ ଦେଖିବାକୁ ପାଇବେ, କିନ୍ତୁ ଯଦି ଆପଣ ସେଗୁଡିକୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ 10 ଟଙ୍କା ଦେବାକୁ ପଡିବ | ଏହା ପରେ, ଆପଣଙ୍କୁ ଆଉ ବିଜ୍ଞାପନ ଦେଖାଇବ ନାହିଁ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+