WhatsApp Trick : ହ୍ୱାଟସ୍ଆପରେ ଅନଲାଇନ ନ ଆସି କିପରି କରିବେ ଚାଟିଂ

ଏହା ଜରିଆରେ ଆପଣ ଆପଣଙ୍କର ହ୍ୱାଟସ୍ଆପ୍ ଅନଲାଇନ୍ କିମ୍ବା ଲାଷ୍ଟ ସିନ୍ ନ ଦେଖାଇ ମଧ୍ୟ ଆପ୍ ବ୍ୟବହାର କରିପାରିବେ । କେବଳ ଏଥିପାଇଁ ଆପଣଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ | ପ୍ଲେ ଷ୍ଟୋରରୁ WA bubble for chat ଆପ୍ ଢଡାଉନଲୋଡ୍ କରିବାକୁ ହେବ ।

ସାଧାରଣତଃ ଆମେ ମସସ୍ତେ ପ୍ରାୟ ଓ୍ୱାଟସ୍ଆପ୍ ବ୍ୟବହାର କରୁଛନ୍ତି । ଓ୍ୱାଟସ୍ଆପରେ ଆପଣଙ୍କ ଫ୍ରେଣ୍ଡ ଲିଷ୍ଟରେ ଥିବା ସବୁ ଲୋକଙ୍କ ସହ କଥା ହୋଇନଥାନ୍ତି କିମ୍ବା କେତେକ ଲୋକଙ୍କୁ ନଜଣାଇ ମନପସନ୍ତର ସାଙ୍ଗ କିମ୍ବା ଅନ୍ୟ କାହା ସହ କଥା ହେବାକୁ ଚାହାନ୍ତି । ହେଲେ ଆପମ ଓ୍ୱାଟସ୍ଆପରେ ଅନଲାଇନ ଆସିଲେ ଆପଣଙ୍କ ଓ୍ୱାଟସ୍ଆପ ମ୍ବର ଥିବା ସମସ୍ତ ସାଙ୍ଗ ଆପଣ ଅନଲାଇନ ଥିବାର ଜାଣିପାରନ୍ତି । ଏହି ଭଳି ପରିସ୍ଥିତିରେ ଯଦି ଆପଣ ଅନଲାଇନ ସୋ ନକରାଇ ଚାଟ୍ କରିବାକୁ ପସନ୍ଦ କରୁଛନ୍ତି, ତେବେ ଜାଣନ୍ତୁ ଏହି ବୈଶିଷ୍ଟ ବିଷୟରେ...

Whatsapp

ଅନଲାଇନ୍ ନ ଆସି କିପରି କରିବେ ମେସେଜ୍, ଅନୁସରଣ କରନ୍ତୁ ଏହି ସହଜ ଉପାୟ

ଏହା ଜରିଆରେ ଆପଣ ଆପଣଙ୍କର ହ୍ୱାଟସ୍ଆପ୍ ଅନଲାଇନ୍ କିମ୍ବା ଲାଷ୍ଟ ସିନ୍ ନ ଦେଖାଇ ମଧ୍ୟ ଆପ୍ ବ୍ୟବହାର କରିପାରିବେ । କେବଳ ଏଥିପାଇଁ ଆପଣଙ୍କୁ କିଛି ସହଜ ପଦକ୍ଷେପ ଅନୁସରଣ କରିବାକୁ ପଡିବ | ପ୍ଲେ ଷ୍ଟୋରରୁ WA bubble for chat ଆପ୍ ଢଡାଉନଲୋଡ୍ କରିବାକୁ ହେବ । ଏହା ପରେ ନିମ୍ନରେ ଦିଆଯାଇଥିବା ପଦକ୍ଷେପକୁ ଅନୁସରଣ କରନ୍ତୁ

1) ସର୍ବପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋରକୁ ଯାଆନ୍ତୁ ଏବଂ WA bubble for chat ଡାଉନଲୋଡ୍ କରନ୍ତୁ |

2) ଏହା ପରେ ଆପ୍ ଖୋଲନ୍ତୁ । ଏଥିରେ ଆପଣଙ୍କୁ କେତେକ ଆକ୍ସେସିବିଲିଟି ଅନୁମତି ମାଗିବ, ସେ ସବୁକୁ ଅନୁମତି ଦିଅନ୍ତୁ ।

3) ବର୍ତ୍ତମାନ ହ୍ୱାଟସ୍ ଆପରେ ଆସୁଥିବା ମେସେଜ ଗୁଡ଼ିକ ଆପଣଙ୍କୁ ବୁବୁଲ୍ସରେ ଦେଖାଇବ ।

4) ଏଠାରେ ଚାଟିଂ କରିବାବେଳେ, ଆପଣ ହ୍ୱାଟସ୍ ଆପରେ କାହାକୁ ଅନଲାଇନ୍ ଦେଖାଇବ ନାହିଁ ଏବଂ ଅଫଲାଇନ୍ ସମୟରେ ମଧ୍ୟ ଆରାମରେ ଚାଟ୍ କରିପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+