ଅକ୍ଟୋବର 2021ରେ 1 ଲକ୍ଷ 30 ହଜାର କୋଟି ଟଙ୍କା ପାର୍ ହେଲା ଜିଏସଟି ସଂଗ୍ରହ, 2020 ତୁଳନାରେ 24 ପ୍ରତିଶତ ବୃଦ୍ଧି
ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବର 2020 ଅନୁଯାୟୀ, ଚଳିତ ଅକ୍ଟୋବର ମାସରେ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି । ଅକ୍ଟୋବର 2021 ରେ ଜିଏସଟି ସଂଗ୍ରହ 1 ଲକ୍ଷ 30 ହଜାର 127 କୋଟିରେ ପହଞ୍ଚିଛି ।
ନୂଆଦିଲ୍ଲୀ : ଜିଏସଟି ଆଦାୟ ଉପରେ ପାର୍ବଣ ଋତୁରେ ମଧ୍ୟ ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଜିଏସଟି ସଂଗ୍ରହ ପୁଣି ଏକ ରେକର୍ଡ ହାସଲ କରିଛି । ଗତ ବର୍ଷ ଅକ୍ଟୋବରରେ ଜିଏସଟି ସଂଗ୍ରହ ତୁଳନାରେ ଚଳିତ ବର୍ଷ 24 ପ୍ରତିଶତ ବୃଦ୍ଧି ଘଟିଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଅକ୍ଟୋବର 2020 ଅନୁଯାୟୀ, ଚଳିତ ଅକ୍ଟୋବର ମାସରେ ରେକର୍ଡ ଜିଏସଟି ସଂଗ୍ରହ ହୋଇଛି । ଅକ୍ଟୋବର 2021 ରେ ଜିଏସଟି ସଂଗ୍ରହ 1 ଲକ୍ଷ 30 ହଜାର 127 କୋଟିରେ ପହଞ୍ଚିଛି ।

ସରକାରୀ ତଥ୍ୟ ଅନୁଯାୟୀ, ସଂଗୃହୀତ 1 ଲକ୍ଷ 30 ହଜାର 127 କୋଟି ଟଙ୍କା ମଧ୍ୟରୁ CGST ରହିଛି 23 ହଜାର 861 କୋଟି, SGST ରହିଛି 30 ହଜାର 421 କୋଟି, IGST ରହିଛି 67 ହଜାର 361 କୋଟି ଏବଂ ସେସ ରହିଛି 8 ହଜାର 484 କୋଟି ଟଙ୍କା । ଗତ ବର୍ଷ ତୁଳନାରେ ଏହି ସଂଖ୍ୟା 24 ପ୍ରତିଶତ ଅଧିକ । ଏଥି ସହିତ, ଅପ୍ରେଲ 2021 ରେ ଚଳିତ ବର୍ଷର ସର୍ବାଧିକ ଜିଏସଟି ସଂଗ୍ରହ ହୋଇଥିଲା । ଅପେରଲ 2021 ରେ 1 କୋଟି 41 ଲକ୍ଷ 384 କୋଟି ଟଙ୍କା ଜିଏସଟି ସଂଗ୍ରହ ହୋଇଥିଲା ।
Gross GST revenue collected in October'21 is Rs 1,30,127 crores. The GST revenues for October have been the second-highest ever since the introduction of GST, second only to that in April 2021: Ministry of Finance pic.twitter.com/jp49131dJ4
— ANI (@ANI) November 1, 2021
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications