ଟିକସଦାତାଙ୍କୁ ବଡ ଆଶ୍ୱସ୍ତି, ଆୟକର ରିଟର୍ଣ୍ଣର ସମୟସୀମା ବଢାଇଲେ ସରକାର, ଜାଣନ୍ତୁ ନୂଆ ତାରିଖ
ବର୍ତ୍ତମାନ ଆପଣ ମାର୍ଚ୍ଚ 15 ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଏଥି ସହିତ, ଟ୍ୟାକ୍ସ ଅଡିଟ୍ ତାରିଖ 15 ଫେବୃଆରୀ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ : ଚାକିରୀ କରୁଥିବା ଲୋକଙ୍କ ପାଇଁ ବଡ ଆଶ୍ୱସ୍ତିକର ଖବର ଆସିଛି । ଆୟକର ରିଟର୍ଣ୍ଣର ସମୟସୀମାରେ କେନ୍ଦ୍ର ସରକାର ପୁଣି ବୃଦ୍ଧି କରିଛନ୍ତି । ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସରକାର ପୁଣି ଥରେ ଶେଷ ତାରିଖ ବଢାଇ ଦେଇଛନ୍ତି । ଆୟକର ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଆପଣ ମାର୍ଚ୍ଚ 15 ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ । ଏଥି ସହିତ, ଟ୍ୟାକ୍ସ ଅଡିଟ୍ ତାରିଖ 15 ଫେବୃଆରୀ 2022 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । 2021-22 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ପାଇଁ ସରକାର ଶେଷ ତାରିଖକୁ 20 ମାର୍ଚ୍ଚ 2022 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଏହାପୂର୍ବରୁ ଏହାର ସମୟସୀମା 31 ଡିସେମ୍ବର 2021 ଥିଲା ଯାହା ଅତିକ୍ରମ କରିସାରିଛି । ବାସ୍ତବରେ, ଅନେକ ଲୋକ କରୋନା କାରଣରୁ ITR ପୂରଣ କରିବାକୁ ସମର୍ଥ ହୋଇ ନଥିଲେ । ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ସରକାର ବର୍ତ୍ତମାନ ଏହାର ତାରିଖ 15 ମାର୍ଚ୍ଚ 2022 କୁ ବୃଦ୍ଧି କରିଛନ୍ତି ।
More From
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications