ୟୁପିଆଇ ୟୁଜର୍ସଙ୍କ ପାଇଁ ଖୁସି ଖବର, ଏଣିକି ଏକାଥରେ କରିପାରିବେ ଏତେ ଟଙ୍କାର ଟ୍ରାନଜାକ୍ସନ୍

ଆପଣ ୟୁପିଆଇ ବ୍ୟବହାର କରି ଆପଣ ନେଣଦେଣ କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆରବିଆଇ ଏକ ଖୁସି ଖବର ଆଣିଛି । ଏଣିକି ୟୁପିଆଇ ବ୍ୟବହାରକାରୀ ଏକା ଥରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନ୍‌ଲାଇନରେ ଟ୍ରାନ୍‌ଜାକ୍ସନ କରିପାରିବେ । ପୂର୍ବରୁ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା । ଏହାକୁ ଆଜି ପରିବର୍ତ୍ତନ କରାଯାଇଥିବା ନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ।

UPI

ୟୁପିଆଇ ଟ୍ରାନ୍‌ଜାକ୍ସନ ସୀମା ବଢାଯାଇଥିଲେ ମଧ୍ୟ ଏହା କେବଳ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ଟଙ୍କା ପଠାଇବା ବେଳେ ଉପଯୋଗୀ ହେବ ବୋଲି କୁହାଯାଇଛି । ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ଫିସ୍‌ ଦେବା ସମୟରେ ୟୁପିଆଇ ଟ୍ରାନ୍‌ଜାକ୍ସନକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ । କାରଣ ଏହି ସୀମା ଏକ ଲକ୍ଷ ଟଙ୍କା ଥିଲା। ଯାହାକୁ ଲକ୍ଷ୍ୟ କରି ଏଥିରେ ପରିବର୍ତ୍ତନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+