ଦୁଇ ଦିନ ପରେ ପୁଣି ବଢିଲା ତେଲ ଦର : ଭୁବନେଶ୍ୱରରେ 108 ଟଙ୍କା 90 ପଇସା ହେଲା ପେଟ୍ରୋଲ ଲିଟର ଦର

ଭୁବନେଶ୍ୱରରେ ପେଟ୍ରୋଲ ଲିଟଟ ପିଛା 35 ପଇସା ବୃଦ୍ଧି ହେବା ପରେ ଲିଟର ପ୍ରତି ଦାମ ରହିଛି 108 ଟଙ୍କା 90 ପଇସା । ସେହିପରି ଡିଜେଲ ଲିଟର ପ୍ରତି 38 ପଇସା ବଢି 105 ଟଙ୍କା 45 ପଇସାରେ ପହଞ୍ଚିଛି ।

ନୂଆଦିଲ୍ଲୀ : ଲଗାତାର ଦୁଇ ଦିନ ସ୍ଥିର ରହିବା ପରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ପୁଣି ଥରେ ବୃଦ୍ଧି ପାଇଛି । ଯାହା ପରେ ତୈଳ ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି । ଆଜି ପେଟ୍ରୋଲ ଲିଟର ପ୍ରତି 36 ପଇସା ଏବଂ ଡିଜେଲ ଲିଚର ପ୍ରତି 38 ପଇସା ବୃଦ୍ଧି ହୋଇଛି । ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶ ଛୁଆଁ ହେବା ପରେ ସାଧାରଣ ଲୋକ ଅତ୍ୟନ୍ତ ବିବ୍ରତ ଅଛନ୍ତି ।

petrol

ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟଟ ପିଛା 35 ପଇସା ବୃଦ୍ଧି ହେବା ପରେ ଲିଟର ପ୍ରତି ଦାମ ରହିଛି 108 ଟଙ୍କା 90 ପଇସା । ସେହିପରି ଡିଜେଲ ଲିଟର ପ୍ରତି 38 ପଇସା ବଢି 105 ଟଙ୍କା 45 ପଇସାରେ ପହଞ୍ଚିଛି ।

ଆଜି ପେଟ୍ରୋଲ ମୂଲ୍ୟ ବଢିବା ପରେ ଦିଲ୍ଲୀରେ ଲିଟର ପିଛା 107.94 ଟଙ୍କା, ମୁମ୍ବାଇରେ ଲିଟର ପିଛା 113.80 ଟଙ୍କା, କୋଲକାତାରେ 105.45 ଟଙ୍କା, ଚେନ୍ନାଇରେ ଲିଟର ପିଛା 104.83 ଟଙ୍କା, ବେଙ୍ଗାଲୁରୁ ପିଛା 111.70 ଟଙ୍କା, ଲକ୍ଷ୍ନୌରେ ପ୍ରତି ଲିଟର 104.62 ଟଙ୍କା, ଚଣ୍ଡିଗଡ଼ରେ 103.88 ଟଙ୍କା ରହିଛି ।

ସେହିପରି ଡିଜେଲ ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଲିଟର ପିଛା 96.67 ଟଙ୍କା, ମୁମ୍ବାଇରେ ଲିଟର ପିଛା 104.75 ଟଙ୍କା, କୋଲକାତାରେ 99.78 ଟଙ୍କା, ଚେନ୍ନାଇରେ ଲିଟର ପିଛା 100.92 ଟଙ୍କା, : ବେଙ୍ଗାଲୁରୁରେ ପ୍ରତି ଲିଟର 102.60 ଟଙ୍କା, : ଲକ୍ଷ୍ନୌରେ ଲିଟର ପିଛା 96.90 ଟଙ୍କା, ଚଣ୍ଡିଗଡ଼ରେ 96.38 ଟଙ୍କା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+