ଆଜି ଧନତେରସ୍, କିପରି ରହିବ ସୁନା ବଜାର
ଆଜି ଧନତେରସ୍ | ଆଜିର ଦିନରେ ସୁନାରୂପା କିମ୍ବା ଅନ୍ୟ କେତେକ ଧାତୁ କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ | କେତେକ ଲୋକ ଏହି ଦିନରେ ନୂଆ ବାସନକୁସନ କିଣିଥାନ୍ତି | ଧନତେରାସର ଦିନ ଜିନିଷ କିଣାକିଣିରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।
ଭୁବନେଶ୍ୱର : ଆଜି ଧନତେରସ୍ | ଆଜିର ଦିନରେ ସୁନାରୂପା କିମ୍ବା ଅନ୍ୟ କେତେକ ଧାତୁ କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ | କେତେକ ଲୋକ ଏହି ଦିନରେ ନୂଆ ବାସନକୁସନ କିଣିଥାନ୍ତି | ଧନତେରାସର ଦିନ ଜିନିଷ କିଣାକିଣିରେ ବାସ୍ତୁର ଭୂମିକା ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ ।
କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ବଜାର ସ୍ଥିତି ମାନ୍ଦା ରହିଛି | ସୁନା କିଣିବାକୁ ଲୋକମାନଙ୍କ ନିକଟରେ ଏତେଟା ଉତ୍ସାହ ଦଖାଯାଉନାହିଁଁ | ହଜାର ଅପରପକ୍ଷରେ ବର୍ତ୍ତମାନ ସୁନା ଦର ମଧ୍ୟ ଆକାଶ ଛୁଆଁ ରହିଛି | ଆଜି 22 କ୍ୟାରେଟ୍ ସୁନା ଦର ଗ୍ରାମ ପ୍ରତି 47, 210 ଟଙ୍କା ଏବଂ 24 କ୍ୟାରେଟ୍ ସୁନା 10 ଗ୍ରାମ୍ ପ୍ରତି 51, 500 ଟଙ୍କା ରହିଛି | ତେଣୁ ସୁନା ବଜାର ମାନ୍ଦା ରହିବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି |

କରୋନା ସମୟରେ ଲୋକମାନେ ବାହାରକୁ ବାହାରିବାକୁ ପସନ୍ଦ କରୁନଥିବାରୁ ଡିଜିଟାଲ କିଣାବିକା ମାତ୍ରା ବୃଦ୍ଧି ପାଇଛି | ଫ୍ଲିପକାର୍ଟ ଏବଂ ଆମାଜନ ଭଳି ଅନଲାଇନ୍ ମାର୍କେଟିଂ ସଂସ୍ଥା ଗ୍ରାହକ ମାନଙ୍କୁ ଆକୃଷ୍ଚ କରିବା ପାଇଁ ଆକର୍ଷଣୀୟ ଅଫର୍ ଦେଉଛନ୍ତି | ଦିପାବଳୀ ପାଇଁ ଲାଗିଥିବା ଅଫରରେ ଗ୍ରାହକମାନେ ଫ୍ଲିପକାର୍ଟ ଆକ୍ସିସ୍, ସିଟି ବ୍ୟାଙ୍କ, ଆଇସିଆଇସିଆଇ ଏବଂ କୋଟାକ୍ ବ୍ୟାଙ୍କର ଜେବିଟ୍/କ୍ରେଡିଟ୍ କାର୍ଡରେ 10 ପ୍ରତିଶତ ରିହାତି ପାଇପାରିବେ | ସେହିପରି ଆମାଜନ ସଂସ୍ଥା ଏସବିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ 10ପ୍ରତିଶତ ରହାତି ଦେଉଛି | ଏହି ରିହାତି ଅଫର୍ ଆଜି ଶେଷ ହେବ |
ଧନତେରସ୍ ଓ ଦିପାବଳୀ ନେଇ ଲୋକଙ୍କ ବିଶ୍ୱାସ
- ଧନ୍ତେରସ୍ରେ ମାଟି ଦୀପ ଘରେ ଜଳାନ୍ତୁ | ଏହା ସମୃଦ୍ଧିର ପ୍ରତୀକ ବୋଲି ଏକ ବିଶ୍ୱାସ ରହିଛି |
- ଦୀପାବଳିରେ ମା' ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜାର ବିଧି ରହିଛି | ଧନ୍ତେରସ୍ ଦିନ ଗଣେଷ ଏବଂ ଲକ୍ଷ୍ମୀଙ୍କ ମୂର୍ତ୍ତି ଆଣି ଘରେ ପୂଜା କରନ୍ତୁ |
- ଧନତେରସରେ ରୁପା ବସ୍ତୁ କିଣିଲେ ଘରେ ସୁଖ, ସମୃଦ୍ଧି ବୃଦ୍ଧି ହେଉଥିବାର ବିଶ୍ୱାସ ରହିଛି |
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications