Get Updates
Get notified of breaking news, exclusive insights, and must-see stories!

ମେ ମାସରେ 7 ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ସମ୍ପୂର୍ଣ୍ଣ ଛୁଟି ତାଲିକା

ମେ 13 ତାରିଖରେ ରମଜାନ୍(ଇଦ୍-ଉଲ୍-ଫିତର), ମେ 14 ରେ ଶ୍ରା ପର୍ଶୁରାମ ଜୟନ୍ତୀ/ଅକ୍ଷୟ ତୃତୀୟା/ବସଭା ଜୟନ୍ତୀ ଏବଂ ମେ 26 ରେ ବୁଦ୍ଧ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ମେ ମାସରେ ଆରବିଆଇ ଛୁଟି ତାଲିକା ଅନୁସାରେ 6 ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ବ୍ୟତୀତ ବ୍ୟାଙ୍କଗୁଡିକ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର (ଯାହା ମେ ମାସର 8 ଏବଂ 22) ଏବଂ ରବିବାରରେ ମଧ୍ୟ ବନ୍ଦ ରହିବ ।

Bank

ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ସମଗ୍ର ଦେଶରେ ବ୍ୟାଙ୍କଗୁଡିକରେ ଗଣତନ୍ତ୍ର ଦିବସ (ଜାନୁଆରୀ 26), ସ୍ୱାଧୀନତା ଦିବସ (ଅଗଷ୍ଟ 15), ଏବଂ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର 2), ଖ୍ରୀଷ୍ଟମାସ ଦିବସ (ଡିସେମ୍ବର 25) କୁ ଛୁଟି ଦିବସ ଭାବେ ପାଳନ କରାଯାଏ । ଏହା ବ୍ୟତୀତ ଗୁଡ୍ ଫ୍ରାଇଜେ, ଖ୍ରୀଷ୍ଟମାସ, ଦିୱାଲି ଇତ୍ୟାଦି ପର୍ବ ପର୍ବପର୍ବାଣୀରେ ମଧ୍ୟ ବ୍ୟଙ୍କ ବନ୍ଦ ରହିଥିାଏ ।

ବର୍ତ୍ତମାନ ମେ ମାସରେ ଆଗାମୀ ଦିନଗୁଡିକରେ ତିନି ଦିନ ବ୍ୟାଙ୍କିଙ୍ଗ୍ ଅପରେସନ୍ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ ନାହିଁ । ମେ 10 ତାରିଖରେ ଜାମ୍ମୁ ଏବଂ ଶ୍ରୀନଗରରେ ଶାବ-ଇ-କାଦର ପାଇଁ ବ୍ୟାଙ୍କ ବନ୍ଦ ରହିଥିଲା । ଚତୁର୍ଥ ଶନିବାର (ମେ 22) ବ୍ୟତୀତ ଅବଶିଷ୍ଟ 3 ରବିବାର ମଧ୍ୟ ସାଧାରଣ ଭାବେ ବ୍ୟାଙ୍ଗ ବନ୍ଦ ରହିବ ।

ମେ 13 ତାରିଖରେ ରମଜାନ୍(ଇଦ୍-ଉଲ୍-ଫିତର), ମେ 14 ରେ ଶ୍ରା ପର୍ଶୁରାମ ଜୟନ୍ତୀ/ଅକ୍ଷୟ ତୃତୀୟା/ବସଭା ଜୟନ୍ତୀ ଏବଂ ମେ 26 ରେ ବୁଦ୍ଧ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ତେଣୁ, ଯେଉଁ ଗ୍ରାହକମାନେ ଏହି ଦିନ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ୟୋଜନା ରଖିଛନ୍ତି ଏହା ପୂର୍ବରୁ ସାରାଦିଅନ୍ତୁ । ଏହା ବ୍ୟତୀତ କରୋନା ମହାମାରୀ ସମୟରେ ଅନଲାଇନ୍ ମୋଡରେ ମଧ୍ୟ ସମସ୍ତ ବ୍ୟାଙ୍କିଂ ସେବା ପାଇବାର ସୁବିଧା ଉଠାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+