Get Updates
Get notified of breaking news, exclusive insights, and must-see stories!

ମେ ମାସରେ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣିରଖନ୍ତୁ ତାରିଖ ; ସାରନ୍ତୁ କାମ

ଆସନ୍ତା ମେ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି ।

ବର୍ତ୍ତମାନ ସମଗ୍ର ଦେଶରେ କରୋନାକୁ ନେଇ ସମସ୍ତେ ଚିନ୍ତାରେ ରହିଛନ୍ତି । ବିଭିନ୍ନ ରାଜ୍ୟରେ ଲକଡାଉନ ଆଉ ସଟଡାଉନ ଲାଗୁ ହେବା ଦ୍ୱାରା ଲୋକମାନେ ନିଜ ନିଜର ବ୍ୟକ୍ତିଗତ କାର୍ଯ୍ୟ ଠିକରେ କରିପାରୁନାହାନ୍ତି । ବିଶେଷ କରି ବ୍ୟାଙ୍କ ସମ୍ପର୍କିତ କାର୍ଯ୍ୟ ଶେଷ କରିପାରୁନାହାନ୍ତି ।

Bank

ଆସନ୍ତା ମେ ମାସରେ ମୋଟ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଆରବିଆଇ ପକ୍ଷରୁ ଏକ ଲିଷ୍ଟ ଜାରି କରାଯାଇଛି । ତେଣୁ ଆପଣମାନେ ସମସ୍ତ ଅର୍ଥ ସମ୍ପର୍କୀତ କାର୍ଯ୍ୟ ଆଗୁଆ ସାରିଦିଅନ୍ତୁ । ମେ ମାସ ୧ ତାରିଖ ଦିନ ଶ୍ରମିକ ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ୨ ତାରିଖ ରବିବାର ପଡ଼ୁଛି । ସେହିପରି ମେ ମାସରେ ଉତ୍ସବ ଓ ପର୍ବପର୍ବାଣି ପାଇଁ ୫ ଦିନ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ମେ ୮ ଓ ୨୨ରେ ମାସ ଦ୍ୱିତୀୟ ଓ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।

ଏହାବ୍ୟତୀତ ମେ ମାସ ୨, ୯ , ୧୬, ୨୩ ଓ ୩୦ ତାରିଖରେ ରବିବାର ପଡ଼ୁଥିବାର ବ୍ୟାଙ୍କ ବନ୍ଦ ରହିବ । ସୂଚନା ଅନୁସାରେ, କରୋନା ଯୋଗୁଁ ଦୈନିକ ୪ ଘଣ୍ଟା ବ୍ୟାଙ୍କ ଖୋଲା ରହିବ । ସକାଳ ୧୦ଟାରୁ ଦ୍ୱିପ୍ରହର ୨ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ଜାରି ରହିବ ବୋଲି ନିୟମ ଲାଗୁ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+