ଭାରତୀୟ କ୍ରିକେଟ ଟିମ ପାଇଁ ଅଶୁଭ ୧୮
ଆଜି ଅର୍ଥାତ ଜୁନ ୧୮ରେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳୁଛି ଭାରତ । ହେଲେ ମୁଁ ଆପଣଙ୍କୁ ଏଠାରେ ଭାରତୀୟ ଦଳ ସହିତ ଜଡିତ କିଛି ୧୮ର ଅନୁଭୁତି ଉପରେ କହିବାକୁ ଯାଉଛି । ଯାହା ଭାରତୀୟ ଦଳ ପାଇଁ କେବେ ବି ଶୁଭ ସଂକେତ ହୋଇ ନଥିଲା ।

୧୮ ସହ ଜଡିତ ଟିମ ଇଣ୍ଡିଆ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ କଥା
- ୧୮ରନ - ଦୁଇ ବର୍ଷ ତଳେ, ଦିନିକିଆ ବିଶ୍ଵକପ ସେମି ଫାଇନାଲରେ ସମାନ ବିରୋଧୀ ଦଳଠୁ ୧୮ ରନରେ ପରାଜିତ ହୋଇଥିଲା ଟିମ ଇଣ୍ଡିଆ ।
- ୧୮ଜୁନ୨୦୧୫ - ବାଂଲାଦେଶ ଠୁ ୭୯ ରନରେ ହାରିଥିଲା ବିରାଟ ବାହିନୀ ।
- ୧୮ଜୁନ୨୦୧୬ - ଜିମ୍ବାୱେ ଠୁ ଦୁଇ ରନରେ ହାରିଥିଲା ଭାରତ ।
- ୧୮ଜୁନ୨୦୧୭ - ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଲଜ୍ଜାଜନକ ପରାଜୟ ପାଇଥିଲା ଭାରତୀୟ ଦଳ ।
ତେବେ ଆଜି ଅର୍ଥାତ ପୁଣି ଏକ ୧୮ ରୁ ଆଉ ଏକ ଐତିହାସିକ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ତେଣୁ କଣ ଏହି ୧୮ ଭାରତୀୟ ଦଳକୁ ଇତିହାସ ରଚିବାକୁ ସୁଯୋଗ ଦେବା ନା ଐତିହାସିକ ଅଶୁଭ ସଂଙ୍କତେ ହୋଇ ରହିଯିବ ?

Click it and Unblock the Notifications