Get Updates
Get notified of breaking news, exclusive insights, and must-see stories!

CWG 2022: ଦେଶ ହାତେଇଲା ଆଉ 2 ସ୍ବର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେ ଭାରତୀୟ ତାରକା ରେସଲର ରବି କୁମାର ଦହିଆ ଜିତିଲେ ପଦକ । ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି ରବି । ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମ ବର୍ଗର ଫାଇନାଲରେ ରବି ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ 10-0 ରେ ପରାସ୍ତ କରିଛନ୍ତି ।

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗୀତାରେ ଭାରତୀୟ ତାରକା ରେସଲର ରବି କୁମାର ଦହିଆ ଜିତିଲେ ପଦକ । ପ୍ରଥମ ଥର ପାଇଁ ପଦକ ଜିତିଛନ୍ତି ରବି । ଫ୍ରିଷ୍ଟାଇଲ୍ 57 କିଲୋଗ୍ରାମ ବର୍ଗର ଫାଇନାଲରେ ରବି ନାଇଜେରିଆର ଆବିକେଭନିମୋ ୱିଲସନଙ୍କୁ 10-0 ରେ ପରାସ୍ତ କରିଛନ୍ତି । ଏପଟେ ଆଜି ଭାରତର ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଆଣିଛନ୍ତି ବିନେଶ ଫୋଗତ । ଶ୍ରୀଲଙ୍କାର ପ୍ରତିଯୋଗୀଙ୍କୁ ଫାଇନଲ ବାଉଟରେ ହରାଇ ସ୍ୱର୍ଣ୍ଣ ଜିଣିଲେ ବିନେଶ ।

vinesh phogot

କୁସ୍ତିରେ ଏହା ଭାରତ ପାଇଁ ଚତୁର୍ଥ ସ୍ୱର୍ଣ୍ଣ ପଦକ ହୋଇଥିବା ବେଳେ ଏହାକୁ ମିଶାଇ ସମୁଦାୟ 10ଟି ସ୍ବର୍ଣ୍ଣ ପଦକ ଭାରତ ନାମକୁ ଆସିଛି । ଏହା ସହିତ କେବଳ କୁସ୍ତିରେ ମୋଟ ପଦକ ସଂଖ୍ୟା 8କୁ ବୃଦ୍ଧି ପାଇଛି । ରବିଙ୍କ ପୂର୍ବରୁ ଦୀପକ ପୁନିଆ, ବଜରଙ୍ଗ ପୁନିଆ ଏବଂ ସାକ୍ସି ମଲିକ ବର୍ମିଂହାମରେ କୁସ୍ତିରେ ସ୍ୱର୍ଣ୍ଣ ଜିତିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+