WPL 2025: ନିଲାମୀରେ କେଉଁ ଦଳରେ କିଏ ହେଲେ ସାମିଲ ?

ଶେଷ ହୋଇଛି ମହିଳା ପ୍ରିମିୟର ଲିଗ୍ । ଏହି ଅକ୍ସନରେ ମୋଟ ୧୨୦ ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ମାତ୍ର ୧୮ ଜଣ ଖେଳାଳିଙ୍କୁ ସାମିଲ କରିଛନ୍ତି ବିଭିନ୍ନ ଫ୍ରାଞ୍ଚାଇଜି । ଅନେକ ଖେଳାଳି ନୂଆ ସିଜନ ପାଇଁ ନୂଆ ଦଳରେ ସାମିଲ ହୋଇଛନ୍ତି ।। ଆଗାମୀ ସିଜନ ପାଇଁ ସବୁଠାରୁ ଅଧିକ ଟଙ୍କାରେ ଦଳରେ ଲେଗ୍ ସ୍ପିନର ସିମ୍ରନ ଶେଖ୍ ସାମିଲ ହୋଇଛନ୍ତି । ୧.୯୦ କୋଟି ଟଙ୍କାରେ ଗୁଜରାଟ ଜିଆଣ୍ଟସ ତାଙ୍କୁ ଦଳରେ ସାମିଲ କରିଛି ।

ପ୍ରତ୍ୟେକ ଦଳର ଖେଳଳିଙ୍କ ତାଲିକା

ୟୁପି ୱାରିୟର୍ସ

ରିଟେନ୍ ଖେଳାଳି: ଏଲିସ ହିଲି(ଅଦିନାୟକ), ଅଞ୍ଜଳି ସରୱାନୀ, ଦୀପ୍ତି ଶର୍ମା, ଗ୍ରେସ ହ୍ୟାରିସ, କିରଣ ନବଗିରେ, ରାଜେଶ୍ୱରୀ ଗାଏକ୍ୱାଡ, ଶ୍ୱେତା ସହରାୱତ, ସୋଫି ଏକ୍ସଲେଷ୍ଟୋନ, ତାହଲିୟା ମ୍ୟାକଗ୍ରା, ବୃନ୍ଦା, ଦିନେଶ, ସାଇମା, ଠାକୋର, ପୁନମ ଖେମନାର, ଗୌହର ସୁଲତାନା, ଚମାରୀ ଅଥାପତ୍ତୁ, ଉମା ଛେତ୍ରୀ ।

WPL 2025

ନିଲାମୀରେ ସାମିଲ ହେଲେ: ଆରୁଶୀ ଗୋୟଲ, କ୍ରାନ୍ତି ଗୌଡ଼, ଏନ ଚାର୍ନି, ଅଲାନା କିଙ୍ଗ

ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ

ରିଟେନ୍ ଖେଳାଳି: ସ୍ମୃତି ମନ୍ଧାନା(ଅଧିନାୟକ), ସବିନେନୀ ମେଘନା, ଋଚା ଘୋଷ, ଏଲିସ ପେରୀ, ଜର୍ଜିଆ ବେୟରହାମ୍, ଶ୍ରେୟଙ୍କା ପାଟିଲ, ଆଶା ସୋଭନା, ସୋଫି ଡିଭାଇନ, ରେଣୁକା ସିଂହ, ସୋଫି ମୋଲିନେକ୍ସ, ଏକତା ବିଷ୍ଟ, କେଟ କ୍ରାସ, କନିକା ଆହୁଜା, ଡ୍ୟାନି ବ୍ୟାଟ(ଟ୍ରେଡ)
ନିଲାମୀରେ ସାମିଲ ହେଲେ: ପ୍ରେମା ରାୱତ, ଜୋଶିତା ବିଜେ, ଜଗରାଭି ପୱାର, ରାଘବୀ ବିଷ୍ଟ

ଗୁଜରାଟ ଜିଆଣ୍ଟସ

ରିଟେନ୍ ଖେଳାଳି: ଏଶଲେ ଗାର୍ଡନର, ବେଥ ମୁନୀ(ଅଧିନାୟକ), ଦୟାଲନ ହେମଲତା, ହରଲୀନ ନେଓଲ, ଲୋରା ଭୋଲଭାଇଟ, ଶବନମ ଶକିଲ, ତନୁଜା କୱର, ଫୋଏବେ ଲିଚଫିଲ୍ଡ, ମେଘନା ସିଂହ, କାଶଭି ଗୌତମ, ପ୍ରିୟା ମିଶ୍ରା, ମନ୍ନତ କଶ୍ୟପ, ଭାରତୀ ଫୁଲମାଲୀ, ସୟାଲୀ ସତଘରେ

ନିଲାମୀରେ ସାମିଲ ହେଲେ: ଡିଣ୍ଡ୍ରା ଡଟିନ୍, ସିମରନ୍ ଶେଖ୍, ଡାନିଏଲ ଗୁବସନ୍, ପ୍ରକାଶିକା ନାୟକ

ମୁମ୍ବାଇ ଇଣ୍ଡିଆନ୍ସ

ରିଟେନ୍ ଖେଳାଳି: ଅମନଜୋତ କୌର, ଅମେଲିୟା କେର, କ୍ଲୋ, ଟ୍ରାୟନ୍, ହରମନପ୍ରୀତ କୌର(ଅଧିନାୟକ), ହେଲି ମାଥ୍ୟୁଜ, ଜିନ୍ତିମନୀ କଲିତା, ନତାଲୀ ସାଇଭର, ପୂଜା ବସ୍ତ୍ରାକର, ସେକା ଇଶାକ, ୟାସ୍ତିକା ଭାଟିଆ, ଶବନୀମ ଇସ୍ମାଇଲ, ଅମନଦୀପ କୌର, ଏସ. ସଜନା, କୀର୍ତ୍ତନା
ନିଲାମୀରେ ସାମିଲ ହେଲେ: ନାଦିନ ଡି କ୍ଲାର୍କ, ଜି. କମଳିନୀ, ଅକ୍ଷିତା ମାହେଶ୍ୱରୀ, ସଂସ୍କୃତି ଗୁପ୍ତା

ଦିଲ୍ଲୀ କ୍ୟାପିଟାଲ୍ସ

ରିଟେନ୍ ଖେଳାଳି: ଏଲିସ କ୍ୟାପ୍ସି, ଅରୁନ୍ଧତୀ ରେଡ୍ଡୀ, ଜେମିମା ରୋଡ୍ରିଗସ, ଜେସ ଜୋନାସେନ, ମାରିଜେନ କପ୍, ମେଗ୍ ଲ୍ୟାନିଙ୍ଗ(ଅଧିନାୟକ), ମିନ୍ନୁ ମଣି, ରାଧା ଯାଦବ, ଶେଫାଳି ବର୍ମା, ଶିଖା ପାଣ୍ଡେ, ସ୍ନେହା ଦୀପ୍ତି, ତାନିଆ ଭାଟିଆ, ତିତାସ ସାଧୁ, ଏନାବେଲ ସଦରଲାଣ୍ଡ
ନିଲାମୀରେ ସାମିଲ ହେଲେ: ନନ୍ଦିନୀ କଶ୍ୟପ, ଏନ ଚରାନୀ, ସାରା ବ୍ରାଇସ, ନିକି ପ୍ରସାଦ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+