Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ରେକର୍ଡ: ଟି-20 କ୍ରିକେଟରେ ଏମିତି କଲେ ମାଲେସିଆ ବୋଲର, ପୂର୍ବରୁ କେହି କେବେ କରିପାରି ନାହାନ୍ତି

Malaysia Syazrul Idrus: 2024 ଟି-20 ବିଶ୍ୱକପର ଏସିଆ ବି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମାଲେସିଆ ଚୀନ‌କୁ 8 ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚ‌ରେ ମାଲେସିଆ ବୋଲର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆଜି ପର୍ଯ୍ୟନ୍ତ ଟି-20 ଅନ୍ତର୍ଜାତୀୟ କ୍ରିକେଟ୍ ଏମିତି କୌଣସି ବୋଲର କରିପାରି ନାହାଁନ୍ତି ।

Syazrul Idrus

2024 ଟି-20 ବିଶ୍ୱକପ‌ର ଏସିଆ ବି ଯୋଗ୍ୟତା ପର୍ଯ୍ୟାୟରେ ମାଲେସିଆର ଦ୍ରୁତ ବୋଲର ସିଜରୁଲ ଇଡ୍ରାସ ଚୀନ୍ ବିପକ୍ଷ ଚାରି ଓଭରରେ ସାତୋଟି ୱିକେଟ୍ ନେଇଥିଲେ । ଏହା ସହିତ ତାଙ୍କ ନାମରେ ଏକ ବିଶ୍ୱ ରେକର୍ଡ ପଞ୍ଜିକୃତ ହୋଇଛି । ସିଜରୁଲ ଇଡ୍ରାସଙ୍କ ପୂର୍ବରୁ କୌଣସି ବୋଲର ଟି-20 ଆନ୍ତର୍ଜାତୀୟ ମ୍ୟାଚରେ ସାତୋଟି ୱିକେଟ୍ ନେଇପାରି ନାହାନ୍ତି ।

ସିଆଜ୍ରୁଲ ଇଡ୍ରାସଙ୍କ ଏହି ଦୃଢ ପ୍ରଦର୍ଶନ ଯୋଗୁଁ ମାଲେସିଆ ଚୀନକୁ ଆଠ ୱିକେଟ୍‌ରେ ପରାସ୍ତ କରିଛି । ସେ ନାଇଜେରିଆର ପିଟର ଆହୋଙ୍କ ରେକର୍ଡ ଭାଙ୍ଗିଛନ୍ତି । ସିଜରୁଲ ତାଙ୍କ ଚାରି ଓଭରରେ ମାତ୍ର ଆଠ ରନ୍ ପାଇଁ ସାତୋଟି ୱିକେଟ୍ ନେଇଥିଲେ ।

ଟି-20 ଆନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ୱିକେଟ୍

  • ସିଜରୁଲ ଇଡ୍ରିସ୍ - 7 ୱିକେଟ୍
  • ପିଟର ଆହୋ - 6 ୱିକେଟ୍
  • ଦୀପକ ଚହର - 6 ୱିକେଟ୍
  • ଦିନେଶ ନାକ୍ରାନୀ - 6 ୱିକେଟ୍
  • ଅଜନ୍ତା ମେଣ୍ଡିସ୍ - 6 ୱିକେଟ୍
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+