୨୦୧୧ ବିଶ୍ୱକପରେ ଭାରତ ପାଇଁ ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ କହିଲେ, ଏଥର ଏହି ଦଳ ହେବ ଚାମ୍ପିଅନ

ନୂଆଦିଲ୍ଲୀ: ଗତ ୨୦୧୧ ବିଶ୍ୱକପରେ ଭାରତ ପାଇଁ ଭବିଷ୍ୟବାଣୀ କରିଥିଲେ ଜ୍ୟୋତିର୍ବୀତ୍ ଅନିରୁଦ୍ଧ କୁମାର ମିଶ୍ର । ସେ କହିଥିଲେ ୨୦୧୧ ବିଶ୍ୱକପରେ ଭାରତ ହେବ ଚାମ୍ପିଅନ । ଏବଂ ଭାରତ ଜିତିଥିଲା ବିଶ୍ୱକପ । ଏଥର ମଧ୍ୟ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି । ତାଙ୍କ କହିବା ଅନୁସାରେ, ଚଳିତଥର ଏହି ଦଳ ଜିତିବ ବିଶ୍ୱକପ ।

ବର୍ତ୍ତମାନ ପୁଣି ଥରେ ସେ ଏକ ଭବିଷ୍ୟବାଣୀ କରିଛନ୍ତି । ଏଥର ସେ ଏଥିପାଇଁ X ର ସାହାଯ୍ୟ ନେଇଛନ୍ତି । କିନ୍ତୁ ଭବିଷ୍ୟବାଣୀ କରିବା ପୂର୍ବରୁ ସେ କହିଥିଲେ ଯେ, ଏଥର ଭବିଷ୍ୟବାଣୀ କରିବା ପାଇଁ ତାଙ୍କର କୌଣସି ମୁଡ ନାହିଁ ।

World Cup 2023

କିନ୍ତୁ କ୍ରିକେଟ୍ ପ୍ରଶଂସକଙ୍କ "ବଡ ଚାହିଦା" ଉପରେ ସେ ଭବିଷ୍ୟବାଣୀ କରିବାକୁ ବାଧ୍ୟ ହୋଇଛନ୍ତି । ସେ ଲେଖିଛନ୍ତି ଯେ, ଟ୍ୱିଟର ଆସିବା ପୂର୍ବରୁ ସେ ୨୦୧୧ ବିଶ୍ଵକପ ପାଇଁ ଫାଇନାଲ ମ୍ୟାଚର ଦେଢ ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲି । ଏହି ସମୟରେ ଭାରତ ବିଶ୍ଵକପ ଜିତିବ ବୋଲି ମୁଁ ଦାବି କରିଥିଲି । ପୁଣି ଥରେ ଚଳିତ ବର୍ଷର ବିଶ୍ୱକପ ବିଷୟରେ ଭବିଷ୍ୟବାଣୀ ପାଇଁ ଅନେକ ବାର୍ତ୍ତା ପହଞ୍ଚୁଛି ।

ତଥାପି, ମୁଁ ଏହା ସ୍ପଷ୍ଟ କରିଛି ଯେ ମୁଁ ଏହି ବିଶ୍ୱକପ ୨୦୨୩ ପାଇଁ ଭବିଷ୍ୟବାଣୀ କରିବି ନାହିଁ, କିନ୍ତୁ ବହୁତ ଚାହିଦା ହେତୁ ମୁଁ ବିଜେତା ବିଷୟରେ ପୂର୍ବାନୁମାନ କରିଛି ଏବଂ ମୋର ହିସାବ ଅନୁଯାୟୀ, ଚଳିତ ବର୍ଷ ଭାରତ ବିଶ୍ୱ ଚାମ୍ପିୟନ ହେବ । "ଅନିରୁଦ୍ଧଙ୍କ ଭବିଷ୍ୟବାଣୀ ଉପରେ ପ୍ରଶଂସକମାନେ ମଧ୍ୟ ମନ୍ତବ୍ୟ ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+