Get Updates
Get notified of breaking news, exclusive insights, and must-see stories!

ଆପିଏଲ୍ ୨୦୨୪ରେ ଋଷଭ ପନ୍ଥ ଦେଖାଇବେ ଜଲୱା, BCCI ପକ୍ଷରୁ ଜାରି କରାଗଲା ଏପରି ସୂଚନା

IPL 2024: ଡିସେମ୍ବର 2022ରେ ଏକ କାର ଦୁର୍ଘଟଣାରେ ଋଷଭ ପନ୍ଥ ଗୁରୁତର ଆହତ ହୋଇଥିଲେ, ଯେଉଁଥି ପାଇଁ ସେ ଦୀର୍ଘ ଦିନ ହେବ କ୍ରିକେଟ୍ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏପରିକି ତାଙ୍କ କ୍ୟାରିୟରକୁ ଅନେକ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ କିଛି ସପ୍ତାହ ପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ, ଆଇପିଏଲ 2024ରେ ଦିଲ୍ଲୀ କ୍ୟାପିଟାଲ୍ ଅଧିନାୟକ ଭାବରେ ଋଷଭଙ୍କୁ ଦେଖିବା ପାଇଁ ମିଳିପାରେ । ବର୍ତ୍ତମାନ ସେ ସମ୍ପୁର୍ଣ୍ଣ ଫିଟ୍ ଅଛନ୍ତି ବୋଲି ମଧ୍ୟ ଖବର ରହିଥିଲା । ହେଲେ ବର୍ତ୍ତମାନ ବିସିସିଆଇ ତାଙ୍କ ଫିଟନେସକୁ ନେଇ ସ୍ପଷ୍ଟ ସୂଚନା ଦେଇଛି ।

Rishabh Pant

ଋଷଭ ପନ୍ଥ ଫିଟନେସକୁ ନେଇ ଏକ ଅଫିସିଆଲ୍ ବିବୃତ୍ତି ବିସିସିଆଇ ପକ୍ଷରୁ ପ୍ରକାଶ ପାଇଛି । ଋଷଭ ପନ୍ଥଙ୍କ ଫିଟନେସକୁ ନେଇ ବିସିସିଆଇ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଲେଖିଛି ଯେ, ଋଷଭ ପନ୍ଥ ୩୦ ଡିସେମ୍ବର ୨୦୨୨ରେ ଏକ କାର୍ ଦୁର୍ଘଟଣାର ଆହତ ହୋଇଥିଲେ, ଏହି ଦୁର୍ଘଟଣାରେ ତାଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା ।

ବର୍ତ୍ତମାନ ୧୪ ମାସ ପରେ ତାଙ୍କୁ ଫିଟ୍ ଘୋଷଣ କରାଯାଇଛି । ୨୦୨୩ ଆପିଏଲ୍ ସେ ଖେଳିପାରି ନଥିଲେ ହେଲେ ବର୍ତ୍ତମାନ ଦେଢ ବର୍ଷ ପରେ ସେ ପୁଣି ମୈଦାନୁ ଫେରିବା ପାଇଁ ଯାଉଛନ୍ତି ଅର୍ଥାତ୍ ୨୦୨୪ ଆପିଏଲରେ ଋଷଭଙ୍କୁ ଦେଖିବା ପାଇଁ ମିଳିବ ।

ଶେଷ ଥର ପାଇଁ ୩୦ ନଭେମ୍ବର ୨୦୨୨ରେ ଋଷଭ ପନ୍ଥଙ୍କୁ କ୍ରିକେଟ୍ ପଡ଼ିଆରେ ଖେଳୁଥିବା ଦେଖିବାକୁ ମିଳିଥିଲା ​। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ତୃତୀୟ ODI ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା ​​ଯେଉଁଥିରେ ସେ ୧୬ ବଲରେ ମାତ୍ର ୧୦ରନ୍ ସ୍କୋର କରି ସେ ଆଉଟ୍ ହୋଇଯାଇଥିଲେ । ଉକ୍ତ ମ୍ୟାଚ୍‌ରେ ଭାରତ ମାତ୍ର 219 ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+