ଚର୍ଚ୍ଚାରେ ବିରେନ୍ଦ୍ର ସେହୱାଗ : ସୋସିଆଲ ମିଡିଆରେ ଚର୍ଚ୍ଚା , ବୈବାହିକ ଜୀବନରେ ପଡିପାରେ ପୂର୍ଣ୍ଣଚ୍ଛେଦ!

ପୁଣି କ୍ରିକେଟ୍‌ ଜଗତରୁ ଆସିଲା ନିରାଶର ଖବର । ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ପ୍ରସିଦ୍ଧ ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି । ଦୁଇ ସପ୍ତାହ ପୂର୍ବେ ବିରେନ୍ଦ୍ର ସେହୱାଗ ପଲକ୍କଡରେ ବିଶ୍ୱ ନାଗୟକ୍ଷୀ ମନ୍ଦିର ଯାଇଥିଲେ । ଏହାର ଫଟୋ ତାଙ୍କର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ହେଲେ , ସେଥିରେ ବି ଆରତୀ କେଉଁଠି ନଜର ଆସି ନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟ କିଛି ଠିକ ନଥିବା ଚର୍ଚ୍ଚା ହେଉଛି ।

Virender Sehwag

ଅଲଗା ହେବେ ସେହୱାଗ-ଆରତୀ!

  • ୨୦୦୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେହୱାଗ ଓ ଆରତୀ
  • ଏବେ ଉଭୟ ପରସ୍ପର ଠାରୁ ଇନଷ୍ଟାଗ୍ରାମରେ ଅନଫଲୋ କରି ଦେଇଛନ୍ତି
  • ଏଥିରେ ତାଙ୍କର ସଂପର୍କରେ ଫାଟ ସୃଷ୍ଟି ହେବାର ଖବର ସାମନାକୁ ଆସୁଛି
  • ଦୁହେଁ ଅନେକ ଦିନରୁ ଅଲଗା ଅଲଗା ରହୁଥିବା ଜଣାପଡିଛି
  • ସେହୱାଗ ଓ ଆରତୀ ଛାଡ଼ପତ୍ର ନେବାର ସମ୍ଭାବନା ରହିଛି
  • ତାଙ୍କର ଦୁଇ ଜଣ ପିଲା ଅଛନ୍ତି
  • ୨୦୦୭ରେ ଆର୍ଯ୍ୟବୀର ସେହୱାଗ ଓ ୨୦୧୦ରେ ବେଦାନ୍ତ ଜନ୍ମ ହୋଇଥିଲେ
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+