Get Updates
Get notified of breaking news, exclusive insights, and must-see stories!

WWE ରେ ଧମାକା କରିବାକୁ ଯାଉଛନ୍ତି ଆଉ ଜଣେ ଭାରତୀୟ ରେସଲର

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପିଗଞ୍ଜରୁ ଆସିଥିବା ଭୀର ମହାନ୍ WWE Raw ଇଭେଣ୍ଟରେ ପ୍ରବେଶ କରିବାକୁ ଯାଉଛନ୍ତି । ଏନେଇ WWE ଟ୍ୱିଟ୍ କରି ତାଙ୍କ ଏଣ୍ଟ୍ରି ବିଷୟରେ ଉଲ୍ଲେଖ କରିଛି।

Veer Mahan/Rinku Singh Enters to WWE: ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପିଗଞ୍ଜରୁ ଆସିଥିବା ଭୀର ମହାନ୍ WWE Raw ଇଭେଣ୍ଟରେ ପ୍ରବେଶ କରିବାକୁ ଯାଉଛନ୍ତି । ଏନେଇ WWE ଟ୍ୱିଟ୍ କରି ତାଙ୍କ ଏଣ୍ଟ୍ରି ବିଷୟରେ ଉଲ୍ଲେଖ କରିଛି।

WWE Raw

ପ୍ରତ୍ୟେକ ଥର କୌଣସି କାରଣରୁ ତାଙ୍କର ପ୍ରବେଶ ସ୍ଥଗିତ ରହିଯାଉଥିଲା । ମାତ୍ର ଆଗକୁ ସେ Rawର ମୁଖ୍ୟ ଇଭେଣ୍ଟ ଭାଗ ନେବାକୁ ଯାଉଛନ୍ତି । ଭୀର ମହାନଙ୍କ ପ୍ରକୃତ ନାମ ହେଉଛି ରିଙ୍କୁ ସିଂ । 6.4 ଫୁଟର ରିଙ୍କୁ ସିଂ ଅନେକ WWE ମ୍ୟାଚ ଜିତିଛନ୍ତି ।

ବର୍ତ୍ତମାନ, ଭୀର ମହାନ୍ ଔରଫ୍ ରିଙ୍କୁ ସିଂ ଭାରତର ପରବର୍ତ୍ତୀ WWE ସୁପରଷ୍ଟାର ହେବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ, ଦ ଗ୍ରେଟ୍ ଖାଲି ମଧ୍ୟ WWE ରିଙ୍ଗରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।

ରିଙ୍କୁ ସିଂ ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାର ଗୋପିଗଞ୍ଜରେ ଜନ୍ମଗ୍ରହଣ କରିଥିଲେ। ପରେ ସେ ଆମେରିକାରେ ରହିଥିଲେ । WWE ରେ ଯୋଗଦେବା ପୂର୍ବରୁ ରିଙ୍କୁ ସିଂ ଜଣେ ବେସବଲ୍ ଖେଳାଳି ଥିଲେ । WWE ରେ ତାଙ୍କର ପ୍ରବେଶ 2018 ରେ ଥିଲା । ଭାରତରେ WWE ର ବଜାରକୁ ବିଚାର କରି ଭୀର ମହାନ୍ ମୁଖ୍ୟ ଇଭେଣ୍ଟରେ ପ୍ରବେଶ କରିବେ ବୋଲି ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+