ଫାଇନାଲ ମ୍ୟାଚରେ ବୈଭବ ବିସ୍ଫୋରଣ

୧୯ ବର୍ଷରୁ କମ୍ ବିଶ୍ୱକପର ଫାଇନାଲ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ହରାରେ ସ୍ପୋର୍ଟ୍ସ କ୍ଲବରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଦଳ ୨୨ ଓଭର ପରେ ୨ ୱିକେଟ୍ ହରାଇ ୨୩୦ ରନ୍ କରିଛି। ବୈଭବ ସୂର‌୍ୟ୍ୟବଂଶୀ ଏବଂ ବେଦାନ୍ତ ତ୍ରିବେଦୀ ବ୍ୟାଟିଂ କରୁଛନ୍ତି । ବିଶ୍ୱକପରେ ସୂର‌୍ୟ୍ୟବଂଶୀ ତାଙ୍କର ଶତକ ପୂରଣ କରିବା ସହ ଏଯାବତ ୭୫ବଲରେ ୧୫୯ରନ କରି ରେକର୍ଡ କରିଛନ୍ତି ।

Vaibhav s

ଆୟୁଷ ମାହତ୍ରେ ୫୩ ରନ୍ କରି ଆଉଟ୍ ହୋଇଛନ୍ତି। ସେ ଆଲେକ୍ସ ଗ୍ରୀନ୍ ବଲ ବେନ୍ ମାୟସ୍ ଦ୍ୱାରା ଆଉଟ୍‌ ହୋଇଥିଲେ। ମାହତ୍ରେ ଏବଂ ସୂର‌୍ୟ୍ୟବଂଶୀଙ୍କ ମଧ୍ୟରେ ୧୪୨ ରନ୍ ର ଭାଗୀଦାରୀ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+