For Quick Alerts
Turn On Notification  
For Daily Alerts
Oneindia App Download

ଟୋକିଓ ଅଲିମ୍ପିକ୍ସ ହକି ଖେଳସୂଚୀ: ଜାଣନ୍ତୁ, କେବେ ଓ କାହା ସହିତ ଲଢିବ ଭାରତୀୟ ହକି ଦଳ

ଉଭୟ ମହିଳା ଓ ପୁରୁଷ ବର୍ଗରେ ମଧ୍ୟ ଓଡିଶାରୁ ମୋଟ ଚାରି ଜଣ ଖେଳାଳି ରହିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କେବେ ଆଉ କେଉଁ ସମୟରେ ଓ କାହା ବିପକ୍ଷରେ ମ୍ୟାଚ ଖେଳିବ ଭାରତୀୟ ପୁରୁଷ ଓ ମହିଳା ହକି ଦଳ...

|

ଟୋକିଓ: ଅଲମ୍ପିକ୍ସରେ ଭାରତୀୟ ଆଥଲେଟମାନଙ୍କ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ତେବେ ଚଳିତ ଥର ଅଲମ୍ପିକ୍ସର ହକି ପ୍ରତିଯୋଗୀତାରେ ଦେଶର ଶ୍ରେଷ୍ଠ ପୁରୁଷ ହକି ଦଳ ଭାଗ ନେଇଛନ୍ତି । ଉଭୟ ମହିଳା ଓ ପୁରୁଷ ବର୍ଗରେ ମଧ୍ୟ ଓଡିଶାରୁ ମୋଟ ଚାରି ଜଣ ଖେଳାଳି ରହିଛନ୍ତି । ତେବେ ଆସନ୍ତୁ ନଜର ପକାଇବା କେବେ ଆଉ କେଉଁ ସମୟରେ ଓ କାହା ବିପକ୍ଷରେ ମ୍ୟାଚ ଖେଳିବ ଭାରତୀୟ ପୁରୁଷ ଓ ମହିଳା ହକି ଦଳ...

hockey

ହକି ଖେଳସୂଚୀ

ଜୁଲାଇ 24

  • ପୁରୁଷ ପୁଲ୍ ଏ - ଭାରତ ବନାମ ନ୍ୟୁଜିଲାଣ୍ଡ - ସକାଳ 6:30
  • ମହିଳା ପୁଲ୍ ଏ - ଭାରତ ବନାମ ନେଦରଲାଣ୍ଡ- ସନ୍ଧ୍ୟା 5:15

ଜୁଲାଇ 25

  • ପୁରୁଷ ପୁଲ୍ ଏ - ଭାରତ ବନାମ ଅଷ୍ଟ୍ରେଲିଆ - ଅପରାହ୍ନ 3:00

26 ଜୁଲାଇ

  • ମହିଳା ପୁଲ୍ ଏ - ଭାରତ ବନାମ ଜର୍ମାନୀ - 5:45 ଅପରାହ୍ନ

ଜୁଲାଇ 27

  • ପୁରୁଷ ପୁଲ୍ ଏ - ଭାରତ ବନାମ ସ୍ପେନ୍ - ସନ୍ଧ୍ୟା 6:30

ଜୁଲାଇ 28

  • ମହିଳା ପୁଲ୍ ଏ - ଭାରତ ବନାମ ଗ୍ରେଟ ବ୍ରିଟେନ - ସକାଳ 6:30

ଜୁଲାଇ 29

  • ପୁରୁଷ ପୁଲ୍ ଏ - ଭାରତ ବନାମ ଆର୍ଜେଣ୍ଟିନା - ସକାଳ 6:00

ଜୁଲାଇ 30

  • ମହିଳା ପୁଲ୍ ଏ - ଭାରତ ବନାମ ଆୟର୍ଲାଣ୍ଡ - ସକାଳ 8:15
  • ପୁରୁଷ ପୁଲ୍ ଏ - ଭାରତ ବନାମ ଜାପାନ - 3:00 ଅପରାହ୍ନ

31 ଜୁଲାଇ

  • ମହିଳା ପୁଲ୍ ଏ - ଭାରତ ବନାମ ଦକ୍ଷିଣ ଆଫ୍ରିକା - ସକାଳ 8:45

1 ଅଗଷ୍ଟ

  • ପୁରୁଷ କ୍ୱାର୍ଟର ଫାଇନାଲ୍ - ଯଦି ଯୋଗ୍ୟ - ସକାଳ 6:00

ଅଗଷ୍ଟ 2

  • ମହିଳା କ୍ୱାର୍ଟର ଫାଇନାଲ - ଯଦି ଯୋଗ୍ୟ - ସକାଳ 6:00

ଅଗଷ୍ଟ 3

  • ପୁରୁଷ ପୁରୁଷ ସେମିଫାଇନାଲ - ଯଦି ଯୋଗ୍ୟ - ସକାଳ 7:00

ଅଗଷ୍ଟ 4

  • ମହିଳା ସେମିଫାଇନାଲ - ଯଦି ଯୋଗ୍ୟ- ସକାଳ 7:00

ଅଗଷ୍ଟ 5

  • ପୁରୁଷ ବ୍ରୋଞ୍ଜ ପଦକ ମ୍ୟାଚ୍ - ସକାଳ 7:00
  • ପୁରୁଷ ସ୍ୱର୍ଣ୍ଣ ପଦକ ମ୍ୟାଚ୍ - ଅପରାହ୍ନ 3:30

ଅଗଷ୍ଟ 6

  • ମହିଳା ବ୍ରୋଞ୍ଜ ପଦକ ମ୍ୟାଚ୍- ସକାଳ 7:00
  • ମହିଳା ସ୍ୱର୍ଣ୍ଣ ପଦକ ମ୍ୟାଚ୍ - ଅପାରହ୍ନ 3:30
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Tokyo Olympics hockey schedule: Find out Indian hockey team Time Table
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X