ଲକ୍ଷ୍ୟ ଭେଦିଲେ ଅତନୁ, ପୂର୍ବତନ ଅଲିମ୍ପିକ୍ ଚାମ୍ପିଅନଙ୍କୁ କଲେ ପରାସ୍ତ

ଆଜି ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲର କରିଛନ୍ତି ଭାରତୀୟ ତୀରନ୍ଦାଜ ଅତନୁ ଦାସ । ଏହି ବିଜୟ ସହ ଟପ-8 ରେ ସ୍ଥାନ ପକ୍କା କରି ନେଇଛନ୍ତି ଅତନୁ ।

ଟୋକିଓ: ଗୁରୁବାର ଦିନ ଆରମ୍ଭରୁ ଚଳିତ ଅଲିମ୍ପିକ୍ସରେ ଚମ୍ତକାର ଖେଳ ପ୍ରଦର୍ଶନ କରିଛନ୍ତି ଭାରତୀୟ ଖେଳାଳିମାନେ । ତନ୍ମମଧ୍ୟରୁ ଆଜି ମ୍ୟାଚରେ ଏକ ଆଶ୍ଚର୍ଯ୍ୟଜନକ ବିଜୟ ହାସଲର କରିଛନ୍ତି ଭାରତୀୟ ତୀରନ୍ଦାଜ ଅତନୁ ଦାସ । ଏହି ବିଜୟ ସହ ଟପ-8 ରେ ସ୍ଥାନ ପକ୍କା କରି ନେଇଛନ୍ତି ଅତନୁ ।

Atanu Das

ଆଜି 1/32 ରାଉଣ୍ଡର ମ୍ୟାଚରେ ସେ ଚାଇନିଜ୍ ତାଇପେଇଙ୍କୁ ହରାଇ ଟପ-8ରେ ପ୍ରବେଶ କରିଛନ୍ତି । ମ୍ୟାଚର ଆରମ୍ଭରୁ ଦମଦାର ଲକ୍ଷ୍ୟ ଭେଦକରି 4-0 ସ୍କୋରରେ ଆଗରେ ରହିଥିଲେ ଅତନୁ । ମାତ୍ର ପରେ ଏହି ଚାଇନିଜ୍ ତାଇପେଇ ସ୍କୋରକୁ 4-4 କରି ଦେଇଥିଲେ । ତେବେ ଏହା ପରେ ଆଉ ଗୋଟିଏ ସର୍ଟ ବାକି ଥିଲା ଉଭୟ ଖେଳାଳିଙ୍କ ପାଇଁ । ତେବେ ଶେଷ ମୁହୂର୍ତ୍ତରେ କୌଣସି ବି ଭୁଲ ନକରି ସଠିକ୍ ସ୍ଥାନକୁ ଲକ୍ଷ୍ୟ ଭେଦ କରିଥିଲେ ଅତନୁ ଏବଂ 6-4ରେ ମ୍ୟାଚକୁ ଜିତି ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+