ଆଜି ହକି ବିଶ୍ୱକପର ପଞ୍ଚମ ଦିନ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ୍ ।

ଆଜି ହକି ବିଶ୍ୱକପର ପଞ୍ଚମ ଦିନ, କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଦୁଇଟି ମ୍ୟାଚ୍ ।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨ଟି ମ୍ୟାଚ୍ । ସଂଧ୍ୟା ୫ଟା ପ୍ରଥମେ କୋରିଆ ଓ ଜାପାନ ମଧ୍ୟରେ ହେବ ମ୍ୟାଚ୍ । ଏହା ପରେ ସଂଧ୍ୟା ୭ଟାରେ ଜର୍ମାନି-ବେଲଜିୟମ ମ୍ୟାଚ୍

ଭୁବନେଶ୍ୱର: ଆଜି ହକି ବିଶ୍ୱକପର ପଞ୍ଚମ ଦିନ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୨ଟି ମ୍ୟାଚ୍ । ସଂଧ୍ୟା ୫ଟା ପ୍ରଥମେ କୋରିଆ ଓ ଜାପାନ ମଧ୍ୟରେ ହେବ ମ୍ୟାଚ୍ । ଏହା ପରେ ସଂଧ୍ୟା ୭ଟାରେ ଜର୍ମାନି ଓ ବେଲଜିୟମ ମଧ୍ୟରେ ହେବ ଟକ୍କର ।

 hockey world cup 2023

ଚତୁର୍ଥ ଦିନର ମ୍ୟାଚ୍
ଚଳିତ ଏଫ୍ଆଇଏଚ୍ ହକି ବିଶ୍ୱକପ ୨୦୨୩ରେ ଗତକାଲି ଖେଳା ଯାଇଥିଲା ୪ଟି ମ୍ୟାଚ । ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିବା ଗତକାଲିର ପ୍ରଥମ ମୁକାବିଲାରେ ଚିଲିକୁ ୩-୨ ଗୋଲରେ ପରାସ୍ତ କରିଛି ମାଲେସିଆ । କଡ଼ା ମୁକାବିଲା ସତ୍ତ୍ବେ ବିଜୟର ସ୍ବାଦ ଚାଖି ପାରିଲାନି ବିଶ୍ବକପରେ ନବାଗତ ଚିଲି । ସେହିପରି ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୪-୦ରେ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡସ୍ । କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରି ୬ ଅଙ୍କ ସହ ପୁଲ-'ସି'ର ଶୀର୍ଷରେ ବସିଲା ନେଦରଲାଣ୍ଡସ୍ । ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ପୁଲ୍-ଏର ଫ୍ରାନ୍ସ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା 3ୟ ମ୍ୟାଚ ଥିଲା ଏକ କର ବା ମର ମ୍ୟାଚ୍ । ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଥିଲା ଫ୍ରାନ୍ସ । ସେପଟେ ଆର୍ଜେଣ୍ଟିନା ବିପକ୍ଷରେ ମ୍ୟାଚର ଶେଷ 2 ମିନିଟରେ ଗୋଲ ଦେଇ ମ୍ୟାଚକୁ 3-3 ରେ ଡ୍ର କଲା ଅଷ୍ଟ୍ରେଲିଆ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+