Get Updates
Get notified of breaking news, exclusive insights, and must-see stories!

ରାତି ପାହିଲେ ବାରବାଟୀ ଟି-୨୦ ଲଢ଼େଇ, ସୂର୍ଯ୍ୟକୁମାର ଯାଦବ କହିଲେ

ରାତି ପାହିଲେ ବାରବାଟୀ ଟି-୨୦ ଲଢ଼େଇ । ମୁହାଁମୁହିଁ ହେବେ ଭାରତ-ସାଉଥ୍ ଆଫ୍ରିକା ଟିମ୍ । ଦୁଇ ଦଳ ବାରବାଟୀ ପଡିଆରେ ଖୁବ୍ ଝାଳ ବୁହାଇଛନ୍ତି । ସଂଧ୍ୟା ସାଢେ ଆଠଟା ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅଭ୍ୟାସ କରିଵ। ତେବେ ଉଭୟ ଟିମ୍ ର ଅଭ୍ୟାସ ସାଧାରଣ ଦର୍ଶକ ଦେଖିଵା ପାଇଁ ଵ୍ୟଵସ୍ଥା କରାଯାଇଛି ।

says Suryakumar Yadav

ସାଧାରଣ ଦର୍ଶକଙ୍କ ପାଇଁ ୬ନମ୍ବର ଓ ୭ନମ୍ବର ଗ୍ୟାଲେରୀରୁ ଅଭ୍ୟାସ ଦେଖିଵା ପାଇଁ ଵ୍ୟଵସ୍ଥା ହୋଇଛି । ଦର୍ଶକ ସଂଖ୍ୟା ଅଧିକ ହେଲେ ଆଉ ଦୁଇଟି ଗ୍ୟାଲେରୀ ଖୋଲାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି। ତେବେ ଏହା ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ଟି-୨- କ୍ୟାପଟେନ୍ ସୂର୍ଯ୍ୟ କୁମାର ଯାଦବ ।

ସୂର୍ଯ୍ୟା କହିଛନ୍ତି ପରୀକ୍ଷା ବେଳେ ସବୁ ପାଠ ପଢ଼ାଯାଏନି । ପରୀକ୍ଷା ଆରମ୍ଭର ଶେଷ ୪ ଦିନ ପୂର୍ବରୁ ସବୁ ପାଠ ପଢ଼ାଯାଏ ନାହିଁ' । 'ତେଣୁ ଆମେ ୨୦୨୪ T-20 ବିଶ୍ବକପ୍ ପରଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛୁ । ଟିମ୍ କମ୍ବିନେସନରେ ବେଶୀ କିଛି ପରିବର୍ତ୍ତନର ସମ୍ଭାବନା ନାହିଁ' । ଗତ ୫/୬ଟି ସିରିଜ୍ରେ କରିନୁ, ଆଗକୁ ବି ବେଶୀ ଅଦଳବଦଳ କରିବୁନି' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+