ଆଜି ଦୁବାଇରେ ଏସିଆ କପ୍ ୨୦୨୫ର ମହା ମୁକାବିଲା; ଓମାନ୍ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ
ଆଜି ଦୁବାଇରେ ଏସିଆ କପ୍ ୨୦୨୫ର ମହା ମୁକାବିଲା । ଆଜି ଓମାନ୍ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ । ଆବୁଧାବିର ଶେଖ୍ ଜାଏଦ୍ ଷ୍ଟାଡିୟମ୍ରେ ମୁହାଁମୁହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଖେଳିବ ଭାରତ। ପୂର୍ବରୁ ୨ଟି ବିଜୟ ନିଜ ନାଁରେ କରିସାରିଛି ଭାରତୀୟ ଦଳ ।
ଏହା ଭାରତର ତୃତୀୟ ତଥା ଶେଷ ଗ୍ରୁପ୍ ମ୍ୟାଚ୍। ପୂର୍ବରୁ ୮ ଥର ଏସିଆ କପ୍ ଟ୍ରଫି ହାତେଇଛି ଭାରତ।













Click it and Unblock the Notifications