Get Updates
Get notified of breaking news, exclusive insights, and must-see stories!

ଟ୍ରଫି ହାତେଇଲା ଟିମ ଇଣ୍ଡିଆ : ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଟିମ୍ ଇଣ୍ଡିଆ ଟି-୨୦ ଚମ୍ପିଆନ୍ । ୨୦୨୬ ଟି-୨୦ ବିଶ୍ୱ କପ୍ ଟ୍ରଫି ପୁଣି ଥରେ ହାତେଇଛି ମେନ୍ ଇନ୍ ବ୍ଲୁ । ଲଗାତର ଭାବେ ଦୁଇଟି ସଂସ୍କରଣରେ ଚମ୍ପିଆନ୍ ହେବାର ବିରଳ ରେକର୍ଡ ନିଜ ନାଁରେ କରିଛି ମେନ୍ ଇନ୍ ବ୍ଲୁ। ପୂର୍ବ ସଂସ୍କରଣ ମାନେ ୨୦୨୪ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଟ୍ରଫି ହାତେଇଥିଲା ରୋହିତ ସେନା । ଆଉ ଏବେ ୨୦୨୬ରେ ଆଉ ଥରେ ଚମ୍ପିଆନ ହୋଇଛି ଟିମ୍ ଇଣ୍ଡିଆ । ତେବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ୍‌ ଚମ୍ପିଆନ୍‌ ହେବା ପରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଜ୍ୟପାଳ ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନବୀନ ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର 'X'ରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Team India
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+