୨୦୨୫ରେ କେମିତି ରହିବ ଟିମ୍ ଇଣ୍ଡିଆ କ୍ରୀଡାସୂଚୀ , ଗୋଟିଏ କ୍ଲିକରେ ପଢନ୍ତୁ
ଆସନ୍ତା ବର୍ଷ ଟିମ୍ ଇଣ୍ଡିଆ ବ୍ୟସ୍ତ ରହିବ । ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟ ମ୍ୟାଚରୁ ନୂଆ ବର୍ଷ ଆରମ୍ଭ କରିବ। ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ସିଡନୀରେ 3 ରୁ 7 ଜାନୁଆରୀ ମଧ୍ୟରେ ଖେଳାଯିବ । ଏହା ପରେ ଭାରତ ଇଂଲଣ୍ଡ ମଧ୍ୟରେ ଟି 20 ଓ ଦିନିକିଆ ମ୍ୟାଚ ଖେଳାଯିବ। ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ, 12 ବର୍ଷ ପରେ, ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିବା ଉଦ୍ଦେଶ୍ୟରେ ଦୁବାଇରେ ହାଇବ୍ରିଡ ମଡେଲରେ ମ୍ୟାଚ ଖେଳିବ ଭାରତ । ନଜର ପକାନ୍ତୁ 2025 ପାଇଁ ଟିମ୍ ଇଣ୍ଡିଆର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଉପରେ ...
ଜାନୁଆରୀ 22ରୁ ଫେବୃଆରୀ 12 ମଧ୍ୟରେ ଭାରତର ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି 20 ଓ 3 ମ୍ୟାଚ ବିଶିଷ୍ଟ ଦିନିକିଆ ମ୍ୟାଚ ଖେଳାଯିବ ।

ଭାରତ-ଇଂଲଣ୍ଡ ଟି20 ସିରିଜ
ପ୍ରଥମ T20: 22 ଜାନୁଆରୀ (ଚେପକ)
ଦ୍ବିତୀୟ T20: 25 ଜାନୁଆରୀ (କୋଲକାତା)
ତୃତୀୟ T20: 28 ଜାନୁୟାରୀ (ରାଜକୋର୍ଟ),
ଚତୁର୍ଥ T20: 31 ଜାନୁଆରୀ (ପୁନେ) ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍, ପୁଣେ |
5 ଟି T20I: 2 ଫେବୃଆରୀ (ମୁମ୍ବାଇ)
ଭାରତ-ଇଂଲଣ୍ଡ ଦିନିକିଆ ସିରିଜ
Check out the full
- ICC (@ICC) December 24, 2024
ପ୍ରଥମ ଦିନିକିଆ-6 ଫେବୃଆରୀ (ନାଗପୁର)
ଦ୍ବିତୀୟ ଦିନିକିଆ- 9 ଫେବୃଆରୀ (କଟକ)
ତୃତୀୟ ଦିନିକିଆ-12 ନଭେମ୍ବର (ଅହମ୍ମଦାବାଦ)
19 ଫେବୃଆରୀ 9 ମାର୍ଚ୍ଚ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ
20 ଫେବୃଆରୀ- ଭାରତ ବନାମ ବାଂଲାଦେଶ (ଦୁବାଇ)
23 ଫେବୃଆରୀ- ଭାରତ ବନାମ ପାକିସ୍ତାନ (ଦୁବାଇ)
ମାର୍ଚ୍ଚ 2 - ଭାରତ ବନାମ ନ୍ୟୁଜିଲାଣ୍ଡ (ଦୁବାଇ)
4 ମାର୍ଚ୍ଚ - ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ - ଦୁବାଇ (ଯଦି ଭାରତ ପହଞ୍ଚେ)
9 ମାର୍ଚ୍ଚ - ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ - ଦୁବାଇ (ଯଦି ଭାରତ ଯୋଗ୍ୟ ବିବେଚିତ ହୁଏ)
ମାର୍ଚ୍ଚ 14ରୁ ମେ 25 ମଧ୍ୟରେ ଆଇପିଏଲ ଖେଳାଯିବ
11ଜୁନରୁ 15 ପର୍ଯ୍ୟନ୍ତ ଡବ୍ଲୁଟିସି ଫାଇନାଲ (ଯଦି ଭାରତ ଫାଇନାଲରେ ପହଞ୍ଚେ)
ଜୁନ୍20ରୁ 4 ମଧ୍ୟରେ ଇଲଂଣ୍ଡ ଗସ୍ତରେ ରହିବ ଭାରତ। ଦୁଇ ଦଳ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।
ପ୍ରଥମ ଟେଷ୍ଟ-ଜୁନ 20ରୁ 24
ଦ୍ବିତୀୟ ଟେଷ୍ଟ-ଜୁଲାଇ 2ରୁ 6
ତୃତୀୟ ଟେଷ୍ଟ-ଜୁଲାଇ 10ରୁ 14
ଚତୁର୍ଥ ଟେଷ୍ଟ-ଜୁଲାଇ 23ରୁ 27
ପଞ୍ଚମ ଟେଷ୍ଟ-ଜୁଲାଇ 31ରୁ 4 ଅଗଷ୍ଟ
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications