ଟି-20 ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଡ ପରାଜୟ: ମାତ୍ ଦେଲା ଜୁନିୟର ଅଷ୍ଟ୍ରେଲିଆ

ଟି-20 ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଡ ପରାଜୟ । ଗୁରୁବାର ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ଜୁନିଅର ଦଳଠୁ 36 ରନ ପରାଜିତ ହୋଇ ଟିମ ଇଣ୍ଡିଆ । କେଏଲ ରାହୁଲ ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପର୍ଯ୍ୟନ୍ତ ଦଳରେ ଥିଲେ ମଧ୍ୟ ପରାଜୟକୁ ଏଡାଇ ପାରି ନଥିଲେ।

ପର୍ଥ: ଟି-20 ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆର ବଡ ପରାଜୟ । ଗୁରୁବାର ଖେଳାଯାଇଥିବା ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆ ଜୁନିଅର ଦଳଠୁ 36 ରନ ପରାଜିତ ହୋଇ ଟିମ ଇଣ୍ଡିଆ । କେଏଲ ରାହୁଲ ଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ପର୍ଯ୍ୟନ୍ତ ଦଳରେ ଥିଲେ ମଧ୍ୟ ପରାଜୟକୁ ଏଡାଇ ପାରି ନଥିଲେ।

Team India

ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ଜୁନିୟର ଅଷ୍ଟ୍ରେଲିଆ 8 ୱିକେଟ୍ ପାଇଁ 168 ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଭାରତୀୟ ଦଳ କେବଳ 5 ୱିକେଟ୍ ପାଇଁ 132 ରନ୍ ସ୍କୋର କରିଥିଲା । ଏହି ମ୍ୟାଚରେ ରାହୁଲ ଅଧିନାୟକ ଥିଲେ । ସେ 74 ରନ୍ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଭାରତ ପ୍ରଥମ ୱାର୍ମ ଅପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ 13 ରନରେ ପରାସ୍ତ କରିଥିଲା। ଦଳରେ ଖେଳୁଥିବା ଅଧିକାଂଶ ଖେଳାଳିଙ୍କ ପାଖରେ ଅନ୍ତର୍ଜାତୀୟ ମ୍ୟାଚ୍ ଅଭିଜ୍ଞତା ମଧ୍ୟ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+