Get Updates
Get notified of breaking news, exclusive insights, and must-see stories!

ଟି-୨୦ ବିଶ୍ୱକପ: ଗ୍ରୁର-1ରେ ଶ୍ରୀଲଙ୍କା, ଭାରତ ଗ୍ରୁପରେ ନେଦରଲ୍ୟାଣ୍ଡ୍ସ

ଚଳିତ ଟି-20 ବିଶ୍ୱକପ 2022ର ଆଉ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଗିଲଙ୍ଗରେ ୟୁଏଇ ଏବଂ ନାମିବିଆ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ୟୁଏଇଠୁ 8 ରନରେ ପରାସ୍ତ ହୋଇଛି ନାମିବିଆ ।

ଗିଲଙ୍ଗ: ଚଳିତ ଟି-20 ବିଶ୍ୱକପ 2022ର ଆଉ ଏକ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ ଗିଲଙ୍ଗରେ ୟୁଏଇ ଏବଂ ନାମିବିଆ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚରେ ୟୁଏଇଠୁ 8 ରନରେ ପରାସ୍ତ ହୋଇଛି ନାମିବିଆ । ଏହା ସହିତ ନାମିବିଆର ସୁପର 12 ରାଉଣ୍ଡରେ ପହଞ୍ଚିବାର ଆଶା ମଧ୍ୟ ଶେଷ ହୋଇଯାଇଛି ।

T20 World Cup

ୟୁଏଇକୁ ପରାସ୍ତ କରି ସୁପର 12 ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ନାମିବିଆର ଏକ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ତାହାକୁ କାର୍ଯ୍ୟରେ ପରିଣତ କରି ପାରି ନଥିଲା ଦଳ । ତେବେ ଏହି ଫଳାଫଳ ସହିତ ସ୍ପଷ୍ଟ ହୋଇଯାଇଛି ଯେ, ଗ୍ରୁପ୍ ଏ ର କେଉଁ ଦୁଇଟି ଦଳ ସୁପର 12 ରାଉଣ୍ଡ ମ୍ୟାଚ୍ ଖେଳିବେ । ଏହି ତାଲିକାରେ ପଡୋଶୀ ଦେଶ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡର ନାମ ରହିଛି । ଶ୍ରୀଲଙ୍କା ଅଷ୍ଟ୍ରେଲିଆ, ଇଂଲଣ୍ଡ ସହ ଗ୍ରୁପ-1 ରେ ସ୍ଥାନ ପାଇଥିବା ବେଳେ ନେଦରଲ୍ୟାଣ୍ଡ୍ସ ଭାରତ ଗ୍ରୁପରେ ସାମିଲ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+