ଟି-୨୦ ବିଶ୍ୱକପ: ସିଡନୀ ସଂଗ୍ରାମ, ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ଭାରତ

ମେଲବର୍ଣ୍ଣ ମହାମୁକାବିଲା ପରେ ଆଜି ସିଡନୀ ସଂଗ୍ରାମ । ସେମି ଟିକେଟ ପାଇଁ ଏହି ଲଢେଇରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ସିଡନୀ: ମେଲବର୍ଣ୍ଣ ମହାମୁକାବିଲା ପରେ ଆଜି ସିଡନୀ ସଂଗ୍ରାମ । ସେମି ଟିକେଟ ପାଇଁ ଏହି ଲଢେଇରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ତେବେ ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

T20 World Cup
  • ନେଦରଲ୍ୟାଣ୍ଡ ଏକାଦଶ: ବିକ୍ରମଜିତ୍ ସିଂ, ମ୍ୟାକ୍ସ ଓଡୋଡ୍, ବାସ୍ ଦେ ଲିଡେ, କଲିନ୍ ଆକ୍କର୍ମନ୍, ଟମ୍ କପୁର୍, ସ୍କଟ୍ ଏଡୱାର୍ଡସ୍ (ୱିକେଟକିପର / ଅଧିନାୟକ), ଟିମ୍ ପ୍ରିଙ୍ଗଲେ, ଲୋଗାନ୍ ଭାନ୍ ବିକ୍, ଶରିଜ୍ ଅହମ୍ମଦ, ଫ୍ରେଡ୍ କ୍ଲାସେନ୍, ପଲ୍ ଭାନ୍ ମେକେରେନ୍ ।
  • ଭାରତ ଏକାଦଶ: କେଏଲ୍ ରାହୁଲ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ (ୱିକେଟକିପର), ଅକ୍ସର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+