ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ
ଆଉ ଗୋଟିଏ ଦିନର ଅପେକ୍ଷା । ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ର ଫାଇନାଲ ଫାଇଟ୍ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ଲଢ଼େଇ ଡିଫେଣ୍ଡିଂ ଚାମ୍ପିଅନ ଭାରତ - ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଲକ୍ଷାଧିକ ଦର୍ଶକରେ ଷ୍ଟାଡ଼ିୟମ୍ ହେବ ହାଉସ୍ ଫୁଲ୍ । ଏବେଠୁ ଦର୍ଶକ ଅହମ୍ମଦାବାଦରେ ଡେରା ପକାଇଲେଣି ।ତେବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ଫାଇନାଲ୍ ମୁକାବିଲା ପୂର୍ବରୁ ଏକ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବର ଆୟୋଜନ କରାଯିବ । ପ୍ରସିଦ୍ଧ ପପ୍ ଗାୟକ ରିକି ମାର୍ଟିନ ମୁଖ୍ୟ ଆକର୍ଷଣ ସାଜିବେ ।













Click it and Unblock the Notifications