Get Updates
Get notified of breaking news, exclusive insights, and must-see stories!

T20 WC 2024 Pakistan Team Squad : ୧୫ ଜଣିଆ ଦଳ ଦଳ ଘୋଷଣା କଲା ପାକିସ୍ତାନ କ୍ରିକେଟ୍ ବୋର୍ଡ

T20 WC 2024 Pakistan Team Squad : ଟି -୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୧୫ ଜଣିଆ ଦଳ ଦଳ ଘୋଷଣା କରିଛି । ବାବର ଆଜମ ଦଳର ଅଧିନାୟକ ରହିଛନ୍ତି । ସେହିପରି ଦ୍ରୁତ ବୋଲର ହରିସ୍ ରାଉଫ ଦୀର୍ଘ ସମୟ ପରେ ଦଳକୁ ଫେରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ସହିତ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପୂର୍ବରୁ ମଧ୍ୟ ପାକିସ୍ତାନ ଦଳର ଦାୟିତ୍ବ ବାବର ଆଜାମଙ୍କୁ ଦିଆଯାଇଥିଲା। ଏହା ପରେ ବାବର ପୁଣିଥରେ ବଡ଼ ଆଇସିସି ଟୁର୍ନାମେଣ୍ଟରେ ପାକିସ୍ତାନ ଦଳର ଅଧିନାୟକ ହେବେ।

ପାକିସ୍ତାନ ସୁପର ଲିଗରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଆମିର ଏବଂ ଇମାଦ ୱାସିମ ବିଶ୍ୱକପ ପାଇଁ ମନୋନୀତ ହୋଇଛନ୍ତି।

T20 World Cup 2024 Pakistan team squad

ପୁଣି ଥରେ ଦ୍ରୁତ ବୋଲର ମହମ୍ମଦ ଆମିର ଏବଂ ଅଲରାଉଣ୍ଡର ଇମାଦ ୱାସିମ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଏଥର ପାକିସ୍ତାନ ଦଳର ବୋଲିଂ ବହୁତ ଶକ୍ତିଶାଳୀ ଦେଖାଯାଉଛି । ଅବସର ପରେ ମହମ୍ମଦ ଆମିର ଏବଂ ଇମାଦ ୱାସିମଙ୍କ ଦଳକୁ ଫେରିବା ପରେ ଦଳ ଅଧିକ ଶକ୍ତିଶାଳୀ ହୋଇଛି ।

ଟି-୨୦ ବିଶ୍ୱକପ ପାଇଁ ପାକିସ୍ତାନ ଦଳ
ବାବର ଆଜାମ (ଅଧିନାୟକ), ଅବରାର ଅହମ୍ମଦ, ଆଜମ ଖାନ, ଫଖର ଜମାନ, ହରିସ ରାଉଫ, ହାସନ ଅଲି, ଇଫ୍ଟିଖର ଅହମ୍ମଦ, ଇମାଦ ୱାସିମ, ମହମ୍ମଦ ଅବ୍ବାସ ଆଫ୍ରିଦି, ମହମ୍ମଦ ଆମୀର, ମହମ୍ମଦ ରିଜୱାନ, ମହମ୍ମଦ ଇରଫାନ ଖାନ, ନାସିମ ଶାହା, ସାମ ଆୟୁବ, ସଲମାନ ଅଲି ଆଗା , ଶାଦବ ଖାନ, ଶାହିନ୍ ଶାହା ଆଫ୍ରିଦି, ଉସମାନ ଖାନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+