ଟି-20 ବିଶ୍ୱକପ: ଆସନ୍ତାକାଲିଠୁ ଅସଲି ଲଢେଇ; ଦେଖନ୍ତୁ, କେମିତି ରହିଛି ସୁପର-12ର ଲାଇଲ-ଅପ ?

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଶେଷ ହେବା ପରେ ଟି-20 ବିଶ୍ୱକପରେ ସୁପର-12 ପର୍ଯ୍ୟାୟରେ ମ୍ୟାଚଗୁଡ଼ିକର ସମ୍ପୂର୍ଣ୍ଣ ଖେଳସୂଚୀ ଏଠାରେ ....

ଦୁବାଇ: ଶେଷ ହୋଇଛି ଟି-20 ବିଶ୍ୱକପ ଯୋଗ୍ୟତା ପର୍ଯ୍ୟୟ ମ୍ୟାଚ । ୮ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଟିମ୍‌ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ସୁପର ୧୨ ପାଇଁ ଲାଇନ ଅପ୍‌ ଚୂଡ଼ାନ୍ତ ହୋଇଛି।

schedule for the Super 12 stage

ଅନ୍ୟପକ୍ଷରେ ଗ୍ରୁପ୍‌-୧ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦୁଇଥର ବିଶ୍ୱକପ ବିଜେତା ତଥା ଡିଫେଣ୍ଡିଂ ଚାମ୍ପିୟନ ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ବାଂଲାଦେଶ ରହିଛନ୍ତି । ସେହିପରି ଭାରତ ସହ ଏହି ଗ୍ରୁପ୍‌ରେ ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ନାମିବିଆ ଓ ସ୍କଟଲ୍ୟାଣ୍ଡ ରହିଛନ୍ତି। ଉଭୟ ଗ୍ରୁପ୍‌ରୁ ୨ଟି ଲେଖାଏ ଦଳ ସେମି ଫାଇନାଲକୁ ଉର୍ତ୍ତୀର୍ଣ୍ଣ ହେବେ।

ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଶେଷ ହେବା ପରେ ଟି-20 ବିଶ୍ୱକପରେ ସୁପର-12 ପର୍ଯ୍ୟାୟରେ ମ୍ୟାଚଗୁଡ଼ିକର ସମ୍ପୂର୍ଣ୍ଣ ଖେଳସୂଚୀ ଏଠାରେ ....

ସୁପର-12 ଖେଳସୂଚୀ-

  • 23 ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା, ଆବୁଧାବି (ଅପରାହ୍ନ 3.30) ଓ ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ୍, ଦୁବାଇ (ସନ୍ଧ୍ୟା 7.30)
  • 24 ଅକ୍ଟୋବର: ଶ୍ରୀଲଙ୍କା ବନାମ ବାଂଲାଦେଶ, ଶାରଜା (ଅପରାହ୍ନ 3.30) ଓ ଭାରତ ବନାମ ପାକିସ୍ଥାନ, ଦୁବାଇ (ସନ୍ଧ୍ୟା 7.30)
  • 25 ଅକ୍ଟୋବର: ଆଫଗାନିସ୍ତାନ ବନାମ ସ୍କଟଲ୍ୟାଣ୍ଡ, ଶାରଜା (ସନ୍ଧ୍ୟା 7.30)
  • 26 ଅକ୍ଟୋବର: ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍, ଦୁବାଇ (ଅପରାହ୍ନ 3.30) ଓ ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, ଶାରଜା (ସନ୍ଧ୍ୟା 7.30)
  • 27 ଅକ୍ଟୋବର: ଇଂଲଣ୍ଡ ବନାମ ବାଂଲାଦେଶ, ଆବୁଧାବି (ଅପରାହ୍ନ 3.30) ଓ ସ୍କଟଲ୍ୟାଣ୍ଡ ବନାମ ନାମିବିଆ, ଆବୁଧାବି (ସନ୍ଧ୍ୟା 7.30)
  • 28 ଅକ୍ଟୋବର: ଅଷ୍ଟ୍ରେଲିଆ ବନାମ ଶ୍ରୀଲଙ୍କା, ଦୁବାଇ (ଅପରାହ୍ନ 3.30)
  • 29 ଅକ୍ଟୋବର: ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ, ଶାରଜା (ଅପରାହ୍ନ 3.30) ଓ ପାକିସ୍ତାନ ବନାମ ଆଫଗାନିସ୍ତାନ, ଦୁବାଇ (ସନ୍ଧ୍ୟା 7.30)
  • 30 ଅକ୍ଟୋବର: ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା, ଶାରଜା (ଅପରାହ୍ନ 3.30) ଓ ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଦୁବାଇ (ସନ୍ଧ୍ୟା 7.30)
  • 31 ଅକ୍ଟୋବର: ଆଫଗାନିସ୍ତାନ ବନାମ ନାମିବିଆ, ଆବୁଧାବି (ଅପରାହ୍ନ 3.30) ଓ ଭାରତ ବନାମ ନ୍ୟୁଜିଲାଣ୍ଡ, ଦୁବାଇ (ସନ୍ଧ୍ୟା 7.30)
  • 1 ନଭେମ୍ବର: ଇଂଲଣ୍ଡ ବନାମ ଶ୍ରୀଲଙ୍କା, ଶାରଜା (ସନ୍ଧ୍ୟା 7.30)
  • 2 ନଭେମ୍ବର: ଦକ୍ଷିଣ ଆଫ୍ରିକା ବନାମ ବାଂଲାଦେଶ, ଆବୁଧାବି (ଅପରାହ୍ନ 3.30) ଓ ପାକିସ୍ତାନ ବନାମ ନାମିବିଆ, ଆବୁଧାବି (ସନ୍ଧ୍ୟା 7.30)
  • 3 ନଭେମ୍ବର: ନ୍ୟୁଜିଲାଣ୍ଡ ବନାମ ସ୍କଟଲ୍ୟାଣ୍ଡ, ଦୁବାଇ (ଅପରାହ୍ନ 3.30) ଓ ଭାରତ ବନାମ ଆଫଗାନିସ୍ତାନ, ଆବୁଧାବି (ସନ୍ଧ୍ୟା 7.30)
  • 4 ନଭେମ୍ବର: ଅଷ୍ଟ୍ରେଲିଆ ବନାମ ବାଂଲାଦେଶ, ଦୁବାଇ (ଅପରାହ୍ନ 3.30) ଓ ୱେଷ୍ଟଇଣ୍ଡିଜ୍ ବନାମ ଶ୍ରୀଲଙ୍କା, ଆବୁଧାବି (ସନ୍ଧ୍ୟା 7.30)
  • 5 ନଭେମ୍ବର: ନ୍ୟୁଜିଲାଣ୍ଡ ବନାମ ନାମିବିଆ, ଶାରଜା (ଅପରାହ୍ନ 3.30) ଓ ଭାରତ ବନାମ ସ୍କଟଲ୍ୟାଣ୍ଡ, ଦୁବାଇ (ସନ୍ଧ୍ୟା 7.30)
  • 6 ନଭେମ୍ବର: ଅଷ୍ଟ୍ରେଲିଆ ବନାମ ୱେଷ୍ଟଇଣ୍ଡିଜ୍, ଆବୁଧାବି (ଅପରାହ୍ନ 3.30) ଓ ଇଂଲଣ୍ଡ ବନାମ ଦକ୍ଷିଣ ଆଫ୍ରିକା, ଶାରଜା (1930 ଘଣ୍ଟା)
  • 7 ନଭେମ୍ବର: ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ, ଆବୁଧାବି (ଅପରାହ୍ନ 3.30) ଓ ପାକିସ୍ଥାନ ବନାମ ସ୍କଟଲ୍ୟାଣ୍ଡ, ଶାରଜା (ସନ୍ଧ୍ୟା 7.30)
  • 8 ନଭେମ୍ବର: ଭାରତ ବନାମ ନାମିବିଆ, ଦୁବାଇ (ସନ୍ଧ୍ୟା 7.30)
  • 10 ନଭେମ୍ବର: ସେମିଫାଇନାଲ୍ 1, ଆବୁଧାବି (ସନ୍ଧ୍ୟା 7.30)
  • 11 ନଭେମ୍ବର: ସେମିଫାଇନାଲ 2, ଦୁବାଇ (ସନ୍ଧ୍ୟା 7.30)
  • 14 ନଭେମ୍ବର: ଫାଇନାଲ୍, ଦୁବାଇ (ସନ୍ଧ୍ୟା 7.30)
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+