Subhadra Yojana: ସରକାରୀ ଅଧିକାରୀ ବଣ୍ଡାଘାଟି ଯାଇ ଲୋକଙ୍କ ପାଖରେ ପହଞ୍ଚିବେ: ପ୍ରଭାତୀ ପରିଡ଼ା

ଗତକାଲି ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଅର୍ଥ ଯୋଗାଇ ଦେଇଛନ୍ତି । ତଥାପି ଅନେକ ଏହି ଯୋଜନାରୁ ବଞ୍ଚିତ ହୋଇ ନିରୁତ୍ସାହିତ ହୋଇପଡିଛନ୍ତି । ଯୋଜନାରୁ ବଞ୍ଚିତଙ୍କୁ ଟଙ୍କା ଯୋଗାଇ ଦେବାକୁ ସରକାର ନେଇଛନ୍ତି ବଡ ପଦକ୍ଷେପ । ଏହି ମହିଳାଙ୍କ ଟଙ୍କା ପାଇବାରେ ଯେଉଁଠି ରହିଛି ସମସ୍ୟା ତାର ସମାଧାନ କରିବାକୁ ବ୍ୟାଙ୍କ ମିତ୍ରଙ୍କୁ ନିଯୁକ୍ତ କରାଯିବ । ଏହି ବ୍ୟାଙ୍କ ମିତ୍ର ତାଲିକା ମୁତାବକ, ସମ୍ପୃକ୍ତ ମହିଳାଙ୍କ ନିକଟରେ ପହଞ୍ଚି ସମସ୍ୟା କରିବେ ଦୂର ।

ରାଜ୍ୟ ସରକାର ବ୍ୟାଙ୍କ ମିତ୍ରଙ୍କ ଜରିଆରେ ସୁଭଦ୍ରା ଯୋଜନାରୁ ବଞ୍ଚିତଙ୍କୁ ଟଙ୍କା ଯୋଗାଇବା ପାଇଁ ଯୋଜନା କରୁଛନ୍ତି । ବ୍ୟାଙ୍କ ମିତ୍ର ଯାଇ ସୁଭଦ୍ରା ଯୋଜନା ସହ ମୋବାଇଲ ଓ ଆଧାର ଲିଙ୍କ କରିବା ସହ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ପାଇବାକୁ ଆକ୍ଟିଭ କରିବେ । ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ତଥ୍ୟ ମୁତାବକ ୭.୬୮ ଆବେଦନକାରୀ ସେମାନଙ୍କ ଟଙ୍କା ପାଇନାହାନ୍ତି ବିଭିନ୍ନ ଟେକ୍ନିକାଲ କାରଣରୁ ।

Subhadra Yojana

ଏହି ଯୋଜନାରେ ୮୦.୪୫ ଲକ୍ଷ ଲାଭାର୍ଥୀଙ୍କୁ ଏଯାଏଁ ସୁଭଦ୍ରା ଟଙ୍କା ଯୋଗାଇ ଏକ ସାଇଲ ଖୁଣ୍ଟ ସ୍ଥାପନ କରାଯାଇଥିବା ବେଳେ ପ୍ରାୟ ୫.୬ ଲକ୍ଷଙ୍କ ଆବେଦନ ପେଣ୍ଡିଂ ରହିଛି । ସୁଭଦ୍ରା ଯୋଜନା ଓ ଏମାନଙ୍କ ମଧ୍ୟରେ ଥିବା ପ୍ରଭେଦ ହଟାଇବାକୁ ଏହି ବ୍ୟାଙ୍କ ମିତ୍ର ସହାୟକ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ହୋ ବ୍ୟତୀତ ୨.୦୮ ଲକ୍ଷଙ୍କ ଆବେଦନ ପରିବାର ଇନକମ, ୪ ଚକିଆ ଗାଡି ପରି ବିଭିନ୍ନ କାରଣରୁ ରିଜେକ୍ଟ ହୋଇଥିବା କହିଛନ୍ତି ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+