ଆଇପିଏଲ 2022: ପ୍ରଥମେ ବ୍ୟାଟିଂ କରିବ କୋଲକତା, ଡେବ୍ୟୁ କଲେ ଆରନ ଫିଞ୍ଚ

ଆଇପିଏଲ 2022ର 25 ତମ ଲିଗ୍ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ନ୍ ଷ୍ଟାଡିୟମରେ ଖେଳାଯାଉଛି ।

SRH vs KKR: ଆଇପିଏଲ 2022ର 25 ତମ ଲିଗ୍ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍ ମୁମ୍ବାଇର ବ୍ରାବୋର୍ନ୍ ଷ୍ଟାଡିୟମରେ ଖେଳାଯାଉଛି । କେକେ ୱିଲିୟମ୍ସନ୍ ନେତୃତ୍ୱାଧୀନ SRH ଦଳ ବିଜୟର ଏକ ହ୍ୟାଟ୍ରିକ୍ ଉପରେ ନଜର ରଖିଥିବାବେଳେ କେକେଆର୍ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ । ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

SRH vs KKR

କୋଲକାତା ନାଇଟ୍ ରାଇଡର୍ସ ଦଳ ହାଇଦ୍ରାବାଦ ବିପକ୍ଷରେ 14 ଟି ମ୍ୟାଚ୍ ଜିତିଥିବାବେଳେ SRH କେକେଆର୍ ବିପକ୍ଷରେ 7 ଟି ମ୍ୟାଚ୍ ଜିତିଛି । ପୂର୍ବ ମ୍ୟାଚରେ ଆଘାତ ହେତୁ ବାଦ୍ ପଡିଥିବା ୱାଶିଂଟନ୍ ସୁନ୍ଦରଙ୍କ ବିନା ହାଇଦ୍ରାବାଦକୁ ଏହି ମ୍ୟାଚକୁ ଯିବାକୁ ପଡିବ। ଅବଶ୍ୟ, ତାଙ୍କ ଆଘାତ ଭଲ ହେବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗିପାରେ ।

  • କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଆରୋନ ଫିଞ୍ଚ, ଭେଙ୍କଟେଶ ଆଇୟର, ଶ୍ରେୟାସ ଆୟର (କ୍ୟାପଟେନ), ନିତୀଶ ରାଣା, ଆଣ୍ଡ୍ରେ ରସେଲ, ଶେଲଡନ ଜ୍ୟାକସନ (ୱିକେଟକିପର), ପ୍ୟାଟ କମିନ୍ସ , ସୁନୀଲ ନାରିନ, ଉମେଶ ଯାଦବ, ଅମାନ ହାକିମ ଖାନ, ବରୁଣ ଚକ୍ରବର୍ତ୍ତୀ ।
1
53634
  • ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଅଭିଷେକ ଶର୍ମା, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ନିକୋଲାସ ପୁରାନ (ୱିକେଟକିପର), ଆଡେନ ମାର୍କ୍ରାମ, ଶଶାଙ୍କ ସିଂ, ଜଗଦୀଶ ସୁଚିତ୍, ଭୁବନେଶ୍ୱର କୁମାର, ମାର୍କୋ ଜାନସେନ୍, ଟି. ନଟରାଜନ୍ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+